କାଲି ବନ୍ଦ ରହିବ ‘ମୋ ବସ’ ସେବା, ଜାଣନ୍ତୁ କେତେ ସମୟ

ଭୁବନେଶ୍ବର, ଆସନ୍ତାକାଲି ସାରା ରାଜ୍ୟରେ ହୋଲି ଉତ୍ସବ ପାଳିତ ହେବ । ଏହି କାରଣରୁ ଆସନ୍ତାଲି ରାଜ୍ୟରେ ‘ମୋ ବସ୍’ ସେବା ବନ୍ଦ ରହିବ । ଏନେଇ କ୍ରୁଟ୍ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ସୂଚନା ମୁତାଵକ ଆସନ୍ତାକାଲି କେବଳ ପ୍ରଥମାର୍ଦ୍ଧରେ ହିଁ ଏହି ସେବା ବନ୍ଦ ରହିବ । ଅପରାହ୍ନ 3ଟାରୁ ପୁଣି ଥରେ ଏହି ସେବା ଯୋଗାଇଦିଆଯିବ ।ଏହା ସହ ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ମଧ୍ୟ ଆସନ୍ତା କାଲି ବନ୍ଦ ରହିବ।

Leave A Reply

Your email address will not be published.