You are currently viewing ରେଳ ଲାଇନରୁ ଉଦ୍ଧାର ମା ଓ ଝିଅଙ୍କ ମୃତ ଶରୀର

ରେଳ ଲାଇନରୁ ଉଦ୍ଧାର ମା ଓ ଝିଅଙ୍କ ମୃତ ଶରୀର

  • Post category:ଓଡିଶା
  • Reading time:1 mins read

ଟାଙ୍ଗି, ଟାଙ୍ଗି ଥାନା ନିକଟସ୍ଥ ରେଳ ଲାଇନରୁ ଉଦ୍ଧାର ମା ଓ ଝିଅଙ୍କ ମୃତ ଶରୀର। ମୃତଦେହ ପୋଲିସ ପକ୍ଷରୁ ଉଦ୍ଧାର କରାଯାଇଛି । ଘଟଣାରୁ ପ୍ରକାଶ ଯେ, ଟାଙ୍ଗି ଥାନା ଉଜୁଡ଼ା ପଞ୍ଚାୟତର ଅଭିମାନପୁର ଗାଁ ନିକଟରେ ଦୁଇଜଣଙ୍କ ମୃତଦେହ ରେଳ ଲାଇନରେ ପଡ଼ିରହିଥିଲା । ଖବର ପାଇ ଟାଙ୍ଗି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛି ମୃତ ଶରୀର । ଟ୍ରେନ ରେ କଟି ଏମିତି ହୋଇଥିବାା ସୂଚନା।

ଅନ୍ୟମାନଙ୍କୁ ଜଣାନ୍ତୁ।