ଭୁବନେଶ୍ୱର, ଥରୁଛି ଓଡ଼ିଶା, ରାଜ୍ୟରେ ୧୫ ଡିଗ୍ରୀ ତଳେ ୧୨ଟି ସହରର ତାପମାତ୍ରା । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଞ୍ଚଳରେ ସବୁଠାରୁ ଅଧିକ ଶୀତର ପ୍ରକୋପ ରହିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି କନ୍ଧମାଳର ପ୍ରମୁଖ ସହର ଫୁଲପାଣୀ ରାଜ୍ୟର ଦ୍ୱିତୀୟ ଶୀତୁଆ ସହର ଭାବେ ସ୍ଥାନ ପାଇଛି। ଏଠାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ସୋନପୁରରେ ସର୍ବନିମ୍ନ ତାପାମାତ୍ରା ୧୧. ୪ ଡିଗ୍ରୀ, ଅନୁଗୁଳରେ ୧୧. ୬, ବାରିପଦାରେ ୧୨ ଡିଗ୍ରୀ, କେନ୍ଦୁଝରରେ ୧୨. ୪, ତାଳଚେରରେ ୧୨. ୫, ଭବାନୀଟପାଟଣଆରେ ୧୩. ୬, ଝାରୁସୁଗଡ଼ାରେ ୧୩. ୮ କୋରାପୁଟରେ ୧୪, କଟକରେ ୧୪. ୫ ଏବଂ ଚାନ୍ଦବାଲିରେ ୧୪. ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ