ବାରିପଦା – ଏକ ଆମ୍ବୁଲାନ୍ସ ଉପରେ ଟ୍ରକ ଓଲଟିବା ଫଳରେ ଆମ୍ବୁଲାନ୍ସରେ ଆସୁଥିବା ରୋଗୀ ମୃତ୍ୟୁ ବରଣ କରିଛି । ମୃତକଙ୍କ ପରିବାର ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ବାରିପଦା ବାଙ୍ଗିରୀପୋଶୀ ଘାଟିରେ ଏଭଳି ମର୍ମଦୁନ୍ତ ଦୁର୍ଘଟଣା ହୋଇଥିବା ଜଣାପଡିଛି । ତିରିଙ୍ଗି ମେଡିକାଲରୁ ରୋଗୀ ଧରି ବାରିପଦା ମେଡିକାଲକୁ ଆସୁଥିବା ବେଳେ ଆମ୍ବୁଲାନ୍ସ ଉପରେ ଓଲଟି ପଡିଥିଲା ଟ୍ରକ । ୫ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି ସ୍ଥାନୀୟ ପ୍ରଶାସନ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍