You are currently viewing କଇଁଛଙ୍କ ଗୋଡ଼ରେ ଲାଗିବ ଟ୍ୟାଗ୍‌

କଇଁଛଙ୍କ ଗୋଡ଼ରେ ଲାଗିବ ଟ୍ୟାଗ୍‌

ଭୁବନେଶ୍ୱର, ପ୍ରଥମଥର ପାଇଁ କଇଁଛମାନଙ୍କ ଗୋଡ଼ରେ ଲାଗିବ ଟ୍ୟାଗ । ଅଲିଭ୍ ରିଡ଼ଲେଙ୍କ ଗୋଡ଼ରେ ଟ୍ୟାଗ ରହିବ । ପ୍ରାୟ ୩୦ହଜାର କଇଁଛଙ୍କୁ ଟ୍ୟାଗିଙ୍ଗ କରିବାକୁ ଉଦ୍ୟମ କରାଯିବ । ଏମିତି କରିବା ଦ୍ୱାରା କଇଁଛଙ୍କ ଗତିବିଧି ଉପରେ ନଜର ରଖିହେବ । ଏଭଳି ନୂତନ ପ୍ରୟାସ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ଓ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।