ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷେଶ୍ୱର ମନ୍ଦିରରୁ ୨୨ ଗୋଟି ମୂର୍ତ୍ତି ଚୋରି କରିନେଇଛନ୍ତି ଦୁର୍ବୃର୍ତ୍ତ । ମନ୍ଦିରର ସମୁଦାୟ ୩୧ ଗୋଟି ମୂର୍ତ୍ତିରୁ ୨୨ ଗୋଟି ମୂର୍ତ୍ତି ଚୋରି ହୋଇଛି । ସକାଳ ସମୟରେ ମନ୍ଦିରର ପୂଜାର୍ଚ୍ଚନା କରିବା ପାଇଁ ଯିବା ସମୟରେ ମନ୍ଦିରର ପୂଜକ ମନ୍ଦିରର ମୁଖ୍ୟ ଦ୍ୱାର ସହ ଗର୍ଭଗୃହର ଅନ୍ୟ ଦୁଇଟି କବାଟ ଭଙ୍ଗାଯାଇଥିବାର ଦେଖିବାକୁ ପାଇଲେ । ଏହାପରେ ନିକଟସ୍ଥ ପୋଲିସକୁ ଖବର ଦେଇଥିଲେ ପୂଜକ ଏବଂ ଗ୍ରାମବାସୀ ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପଜାଣନ୍ତୁ ବିଲେଇ ଘରେ ମରିବା ଶୁଭ ନା ଅଶୁଭ