ଭୁବନେଶ୍ୱର: ନୂଆ ବର୍ଷ ସେଲିବ୍ରେସନକୁ ଆଖି ଆଗରେ ରଖି କଟକ ଓ ଭୁବନେଶ୍ବରରେ ଆଜି ରାତି ୧୦ଟାରୁ ୧୪୪ ଧାରା ଲାଗୁ ହେବ | ଜିରୋ ନାଇଟ୍ ସେଲିବ୍ରେସନ ନକରିବାକୁ ପୋଲିସ କମିସନରଙ୍କ ଅନୁରୋଧ । ଟ୍ବିନ୍ ସିଟିରେ ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ । ସହଯୋଗ ପାଇଁ ଲୋକଙ୍କୁ ଅନୁରୋଧ କଲେ ପୋଲିସ କମିସନର ସୁଧାଂଶୁ ଷଢଙ୍ଗୀ । ରାତି ୯ଟା ସୁଦ୍ଧା ଦୋକାନ ବଜାର ବନ୍ଦ ପାଇଁ ସିପିଙ୍କ ନିର୍ଦ୍ଦେଶ । ଘରୋଇ ଆପାର୍ଟମେଣ୍ଟରେ ଭୋଜି ଓ ସମାବେସ ଉପରେ ବି କଟକଣା ଲାଗିଲା |
ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଆଜିଠୁ କମ୍ପିବ କଳିଙ୍ଗଦିଲ୍ଲୀର ଡାକ୍ତରଖାନାରେ ଲାଗିଲା ନିଆଁଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲରଥଯାତ୍ରା ପାଇଁ ପୁରୀ ସହରକୁ ଜଗିବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସହାଇସିକ୍ୟୁରିଟି ନମ୍ବର ନଥିଲେ ଚାଳକଙ୍କୁ ନିସ୍ତାର ନାହିଁସ୍ୱାମୀ ଓ ଶାଶୁକୁ ବିଷ ଦେଲା ବୋହୂ