ଭିତରକନିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |ଭିତରକନିକାରେ ଚାଲିଥିବା ଇକୋ ରିଟ୍ରିଟ୍ ବୁଲି ଦେଖିଲେ | କହିଲେ ଅନ୍ୟ ଇକୋ ରିଟ୍ରିଟ୍ ତୁଳନାରେ ଭିତରକନିକା ଇକୋ ରିଟ୍ରିଟ୍ ଅଲଗା | ଏ ଅଞ୍ଚଳର ପ୍ରସିଦ୍ଧି ମୁଁ ଅନେକ ଦିନରୁ ଶୁଣିଆସୁଥିଲି, ଓଡ଼ିଶା ପର୍ଯ୍ୟଟନର ବିକାଶ ସହିତ ଏ ଅଞ୍ଚଳର ଅର୍ଥନୈତିକ ବିକାଶ ପାଇଁ ଭିତରକନିକା ମାଧ୍ୟମ ହେବ, ପରିବେଶକୁ ପ୍ରାଥମିକତା ଦେଇ ପର୍ଯ୍ୟଟନର ବି ବିକାଶ ସମ୍ଭବ, ଇକୋ ରିଟ୍ରିଟ ହେଉଛି ଯାହାର ବଡ଼ ପ୍ରମାଣ |

Leave A Reply

Your email address will not be published.