You are currently viewing ସିଇଟିର ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢଉ

ସିଇଟିର ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢଉ

ଭୁବନେଶ୍ବର, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭଯୋଗରେ ରାଜଧାନୀର ଜଣେ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଉଥିବାର ଖବର ମିଳିଛି। ଉକ୍ତ ଅଧ୍ୟାପକଙ୍କ ନାମ ଡକ୍ଟର ପ୍ରସନ୍ନ କୁମାର ମିଶ୍ର ବୋଲି ଜଣାଯାଇଛି। ସେ ଘାଟିକିଆରେ ଥିବା କଲେଜ ଅଫ୍ ଇଂଜିନିୟିରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି)ରେ ଗଣିତ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।