ଏସିବି ମେଡିକାଲରେ ଉଦ୍‌ଘାଟିତ ଭିଆରଡିଏଲ୍

କଟକ, କଟକ ଏସିବି ମେଡିକାଲ ପରିସରରେ ଉଦ୍‌ଘାଟିତ ହୋଇଛି ଭିଆରଡିଏଲ୍ । ଏହା ହେଉଛି ଭୂତାଣୁଜନିତ ରୋଗ ଗବେଷଣା ଓ ନିରୂପଣ ପରୀକ୍ଷାଗାର । ଭିଆରଡିଏଲ୍ ରେ ହେବ କୋଭିଡ୍‌ ସମେତ ଅନ୍ୟ ଭୂତାଣୁଜନିତ ରୋଗର ପରୀକ୍ଷା । ଏହାକୁ ଉଦ୍‌ଘାଟନ କରିଛନ୍ତି ସାଂସଦ ଭର୍ତ୍ତୃହରି ମହତାବ ।

Leave A Reply

Your email address will not be published.