You are currently viewing ପତଳା ଶରୀର ପାଇବା ପାଇଁ କଣ କରିବା ଆବଶ୍ୟକ

ପତଳା ଶରୀର ପାଇବା ପାଇଁ କଣ କରିବା ଆବଶ୍ୟକ

ପତଳା ଶରୀର ପାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ପରିଶ୍ରମ କରିବା ପରେ ଯଦି ଶରୀରକୁ ନିଜ ମନପସନ୍ଦର କରିପାରିଲେ ନାହିଁ ତେବେ ଲହାର ଅର୍ଥ ହେଉଛିକି ଆପଣ ଡାଏଟରେ ଧ୍ୟାନହିଁ ଦେଇନାହାନ୍ତି । ବ୍ୟାୟାମ କରିବା ପରେ ଆପଣ ଏକ ଆପଣ ଏକ ଭଲ ଡାଏଟ ଚାର୍ଟକୁ ଫଲୋ କରିବା ଉଚିତ । ଏହାଦ୍ୱାରା ଆପଣଙ୍କ ଓଜନ କମିବା ସହ ଅନାବଶ୍ୟକ ଚର୍ବି ନଷ୍ଟ ହୋଇଯାଇଥାଏ । ଏଥିପାଇଁ ଆପଣଙ୍କୁ ବେଶୀ ଆବଶ୍ୟକ ହୋଇଥାଏ ସଠିକ ଖାଦ୍ୟପେୟ । ତେବେ ଆସନ୍ତୁ ଜାଣିବା ପତଳା ଶରୀର ପାଇବା ପାଇଁ ଆମେ କ’ଣ କରିବା ଉଚିତ ।

କ’ଣ ଆପଣ ଜାଣିଛନ୍ତିକି ଦହିରେ କ୍ୟାଲୋରିର ମାତ୍ରା କମ୍ ହୋଇଥାଏ । ଏଥିପାଇଁ ଏହାକୁ ଖାଇବା ଦ୍ୱାରା ମୋଟାପା ବଢିନଥାଏ । ସେପାଇଁ ଆପଣ ଏହାକୁ ଡାଏଟରେ ସାମିଲ କରିପାରିବେ ।
ଲାଉ ଖାଇବା ଦ୍ୱାରା ଓଜନ କମିଥାଏ । ଆପଣ ଏହାକୁ ଡାଏଟରେ ସାମିଲ କରିପାରିବେ । ଏହାଦ୍ୱାରା ଆପଣ ପତଳା ହେବା ସହ ରୋଗମୁକ୍ତ ମଧ୍ୟ ହୋଇପାରିବେ ।
ଖଟା ଫଳରେ ଭିଟାମିନ ଅଧିକ ମାତ୍ରାରେ ଥାଏ । ଯାହା ଦ୍ୱାରା ଓଜନ କମାଯାଇପାରିବ ।
ଗରମ ପାଣିରୁ ମଧ୍ୟ ଆପଣଙ୍କୁ ଫାଇଦା ମଳିଥାଏ । କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଏହାକୁ ପିିବାକୁ ପଡିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।