ବିଧାନସଭାର ଶୀତ ଅଧିବେଶନ ଚଳିତ ମାସ ୨୦ରୁ ଆରମ୍ଭ

ଭୁବନେଶ୍ୱର, ବିଧାନସଭାର ଶୀତ ଅଧିବେଶନ ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୩୧ ପର୍ଯନ୍ତ ଗୃହ କାର୍ଯ୍ୟ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର 20ରେ ଗ୍ରହରେ ଚଳିତ ବର୍ଷ ପାଇଁ ଅତିରିକ୍ତ ବଜେଟ ଆଗତ ହେବ।

Leave A Reply

Your email address will not be published.