You are currently viewing ଯଶୋବନ୍ତ ହେଲେ କ୍ରାଇମବ୍ରାଞ୍ଚ ଏଡିଜି

ଯଶୋବନ୍ତ ହେଲେ କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର, ବରିଷ୍ଠ ଆଇପିଏସ୍ ଅଧିକାରୀ ଯଶୋବନ୍ତ ଜେଠଓ୍ୱାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜେଠୱା ପୂର୍ବରୁ ଆଇନ ଶୃଙ୍ଖଳା ଏଡିଜି ଭାବେ କାର୍ଯ୍ୟ କରୁଥିଲେ କିନ୍ତୁ ଏବେ ତାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ନୂଆ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଆଇପିଏସ ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମବ୍ରାଞ୍ଚ ଏଡିଜି ରହିଥିଲେ । କିନ୍ତୁ ତାଙ୍କୁ କମିଶନରେଟ ପୋଲିସ ଭାବେ ନିଯୁକ୍ତି ମିଳିଥିବାରୁ ଏବେଠାରୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ କାର୍ଯ୍ୟ ତୁଲାଇବେ ଆଇପିଏସ ଯଶୋବନ୍ତ ଜେଠୱା ।

ଅନ୍ୟମାନଙ୍କୁ ଜଣାନ୍ତୁ।