ଭୁବନେଶ୍ୱର(ଏଏନଏସ)୧୪/୧୦, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ବହୁତ କମ୍ ସମୟ ଅଛି । ଏଥିପାଇଁ ସମର୍ଥନ ଯୋଗାଡ କରିବାରେ ପୁରା ଦଳ ବ୍ୟସ୍ତ । ଏଥିପାଇଁ ଆଜି ଓଡିଶା ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ମଳ୍ଲିକାର୍ଜୁନ ଖାଡଗେ । ନିର୍ବାଚନ ପୂର୍ବରୁ ସମର୍ଥନ ଯୋଗାଡ କରୁଛନ୍ତି ଖଡଗେ । ଏହି ନିର୍ବାଚନରେ ଓଡିଶାରୁ ମତଦାନ କରିବେ ୪୨୮ ଜଣ କଂଗ୍ରେସ ନେତା । ଆସନ୍ତା ୧୭ ତାରିଖରେ ଏଆଇସିସି ଅଧ୍ୟକ୍ଷ ନିର୍ବାଚନ ହେବାକୁ ଥିବା ବେଳେ ୧୯ରେ ଫଳାଫଳ ପ୍ରକାଶ ପାଇବ । ଏହି ନିର୍ବାଚନରେ ଖାଡ୍ଗେଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ଶଶୀ ଥରୁର୍ ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ