ବାଙ୍ଗାଲୁରୁ (୮.୧୦.୨୨) : ଭାରତ ଯୋଡ ଯାତ୍ରା ଆଜି କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ମାୟାସନ୍ଦ୍ରାରୁ ଆରମ୍ଭ ହୋଇଛି । ଏହି ଯାତ୍ରାରେ ଆଜି ସ୍ଥାନୀୟ ନେତା କର୍ମୀ ସାମିଲ ହୋଇଛନ୍ତି । ତେବେ ରାହୁଲଙ୍କର ଏହି ଯାତ୍ରାକୁ ତାମିଲନାଡୁ କର୍ଣ୍ଣାଟକରେ ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । ଗତ କାଲି ମାଣ୍ଡ୍ୟା ଜିଲ୍ଲାରେ ପଦଯତ୍ରା ସମୟରେ ସ୍ୱର୍ଗୀୟ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ମା’ ଓ ଭଉଣୀ ଏହି ପଦ ଯାତ୍ରାରେ ସାମିଲ ହୋଇଥିଲେ । କନ୍ୟାକୁମାରୀରୁ କାଶ୍ମୀର ଯାଏ ହେବାକୁ ଥିବା ଏହି ଭାରତ ଯୋଡ଼ୋ ଯାତ୍ରା ୩୦ ଦିନ ପୂରଣ କରିଛି । ଏହାସହ ତିନି ରାଜ୍ୟରେ ୭୦୦ କିଲୋମିଟର ଅତିକ୍ରମ କରିସାରିଛି। ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା ଭାରତ ଯୋଡ଼ୋ ଯାତ୍ରା। ଆଉ ୧୨୦ ଦିନ ଏହି ଯାତ୍ରା ଚାଲିବ ।
ବଢିଲା ଟୋଲ ଟିକସରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସ