You are currently viewing ବିଆରଏସ୍‌ରେ ସାମିଲ ହେବେ ଓଡିଆ ନେତା

ବିଆରଏସ୍‌ରେ ସାମିଲ ହେବେ ଓଡିଆ ନେତା

ଭୁବନେଶ୍ୱର୨୭/୦୧, ଓଡିଶାରେ କେସିଆରଙ୍କ ଭାରତ ରାଷ୍ଟ୍ର ନିର୍ମାଣର ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଆଜି ବିଆରଏସରେ ସାମିଲ ହେବେ ଓଡ଼ିଆ ନେତା । କେସିଆର୍ ପଠାଇଥିବା ସ୍ୱତନ୍ତ୍ର ବିମାନରେ ଆଜି ଓଡ଼ିଆ ନେତା ହାଇଦ୍ରାବାଦ ଯିବେ । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି ଏକ ସ୍ୱତନ୍ତ୍ର ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଯିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।