ଭୁବନେଶ୍ୱର(ଏଏନଏସ): ଉପବାଚସ୍ପତି ରଜନୀ କାନ୍ତ ସିଂ ତାଙ୍କ ପଦବୀରୁ ଇସ୍ତଫା ଦେବା ପରେ ବିଧାନସଭାର ଉପବାଚସ୍ପତି ପଦ ଖାଲି ପଡ଼ି଼ଥିଲା। ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ବିଜେଡି ବିଧାୟକ ସାଲୁଗା ପ୍ରଧାନ ଉପବାଚସ୍ପତି ପଦ ନିମନ୍ତେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯଦି ଅନ୍ୟ ଦୁଇଟି ଦଳ ବିଜେପି ଓ କଂଗ୍ରେସରୁ କୌଣସି ବିଧାୟକ ନାମାଙ୍କନ ପତ୍ର ଦାଖଲ ନ କରନ୍ତି ତେବେ ସାଲୁଗା ନିର୍ଦ୍ବନ୍ଦରେ ଓଡିଶା ବିଧାନସଭାର ଉପବାଚସ୍ପତି ଭାବେ ନିର୍ବାଚିତ ହେବେ।
ସାଲୁଗା ହେବେ ବିଧାନସଭାର ନୂଆ ଉପବାଚସ୍ପତି
- Post published:November 20, 2023
- Post category:ରାଜନୀତି
- Reading time:1 mins read