ନୂଆଦିଲ୍ଲୀ (୬.୧୦.୨୨) : ଆଜି ଭାରତ ଯୋଡ ଯାତ୍ରାରେ ସାମିଲ ହେବେ କଂଗ୍ରେସ ଅଧକ୍ଷା ସୋନିଆ ଗାନ୍ଧି । କର୍ଣ୍ଣାଟକର ମାଣ୍ଡ୍ୟ ଜିଲ୍ଲାରେ ପହଞ୍ଚିବା ରାହୁଲଙ୍କ ନେତୃତାଧୀନ ଭାରତ ଯୋଡୋ ଯାତ୍ରାରେ ସୋନିଆ ଯୋଗ ଦେବେ । ସୋନିଆ ଏକେ ଜାକନାହଲ୍ଲୀରେ ପହଞ୍ଚିସାରିଛନ୍ତି । ଆଜି ସକାଳେ ପାଣ୍ଡବପୁରରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ସୋନିଆ ସାମିଲ ହେବେ । ପଦଯାତ୍ରା ପରେ ବହ୍ମଦେବରାହଲ୍ଲୀ ଗ୍ରାମରେ ଏକ ସଭା ଅନୁଷ୍ଠିତ ହେବ । ଭାରତ ଯୋଡୋ ଯାତ୍ରା ଗତ ସେପ୍ଟେମ୍ବର ୭ରେ କନ୍ୟାକୁମାରୀରୁ ଆରମ୍ଭ ହୋଇ ଶୁକ୍ରବାର କର୍ଣ୍ଣାଟକରେ ପ୍ରବେଶ କରିଛି । କର୍ଣ୍ଣାଟକରେ ଏହି ପଦ ଯାତ୍ରା ୨୧ ଦିନ ଚାଲିବ । ଏବଂ ୫୧୧ କିଲୋମିଟର ଅତିକ୍ରମ କରିବ । ବିଜେପି ଶାସିତ କର୍ଣ୍ଣାଟକରେ ଆସନ୍ତା ବର୍ଷ ନିର୍ବାଚନ ଥିବାରୁ ଯାତ୍ରାକୁ ଅଧିକ ପ୍ରଭାବୀ କରିବା ପାଇଁ କଂଗ୍ରେସ ସବୁ ପ୍ରୟାସ ଜାରି ରଖିଛି।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା