ଆଇପିଏଲ 2020, 52 ମ୍ୟାଚ : ସନରାଇଜର୍ସ ହାଇଦ୍ରାବାଦ 5 ୱିକେଟ ଓ 35 ଵଲରେ ଆରସିବିକୁ ହରାଇ ବିଜୟ ହାସଲ କରିଛି । ଏସ ଆର ଏଚ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଆରସିବି ପ୍ରଥମେ ବ୍ୟାଟିଂ କରି 20 ଓଭର ଓ 7 ୱିକେଟ ବ୍ୟୟରେ 120 ରନକରିଥିଲା ଏବଂ ସନରାଇଜର୍ସ ହାଇଦ୍ରାବାଦ 14 .1 ଓଭରରେ 5 ୱିକେଟ ବ୍ୟୟରେ 121 ରନ କରି ବିଜୟ ଲାଭ କରିଛି । ମ୍ୟାଚରେ ସନ୍ଦିପ ଶର୍ମା 2/20 (4) କରି ପ୍ଳେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ