ଭୁବନେଶ୍ୱର(୨୫.୦୧.୨୩) : ଅଷ୍ଟ୍ରେଲିଆ ଓ ବେଲଜିୟମ ପୁରୁଷ ବିଶ୍ୱକପ ହକିର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ମଙ୍ଗବାର ଖେଳାଯାଇଥିବା ପ୍ରଥମ କ୍ୱାଟର ଫାଇନାଲରେ ୩ ଥର ଚାମ୍ପିୟନ ଅଷ୍ଟ୍ରେଲିଆ , ସ୍ପେନକୁ ୪-୩ ଗୋଲରେ ହରାଇଛି । ସେପଟେ ନ୍ୟୁଜିଲାଣ୍ଡକୁ ୨-୦ରେ ହରାଇ ଦ୍ୱିତୀୟ ଦଳ ଭାବେ ସେମିରେ ପଂହଚିଛି ବେଲଜିୟମ । ଦଳ ତରଫରୁ ପ୍ରଥମ କ୍ୱାର୍ଟରରେ ଗୋଲ ଦେଇଥିଲେ ବୋନ ଟୋମ । ନ୍ୟୁଜିଲାଣ୍ଡ ୨୯ ମିନିଟରେ ପ୍ରଥମ ପେନାଲଟି ସୁଯୋଗ ପାଇଥିଲେ ବି ଗୋଲ ହୋଇପାରିନଥିଲା । ଅନ୍ୟପକ୍ଷରେ ଆଜି ନେଦରଲ୍ୟାଣ୍ଡ କୋରିଆ ଓ ଇଂଲଣ୍ଡ –ଜର୍ମାନୀ ମଧ୍ୟରେ ମୁକାବିଲା ହେବ ।
ରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭକ୍ୟାମେରା ଲେନସରେ କଏଦ ହେଲା ବାଘ