You are currently viewing ଲଗାତାର ହାରୁଛି ଚେନ୍ନାଇ ସୁପର କିଙ୍ଗସ

ଲଗାତାର ହାରୁଛି ଚେନ୍ନାଇ ସୁପର କିଙ୍ଗସ

  • Post category:କ୍ରୀଡା
  • Reading time:1 mins read

ଆଇପିଏଲ ୨୦୨୦ର ର ୩୭ତମ ମ୍ୟାଚରେ ରାଜସ୍ଥାନ ରୟାଲସ ୭ୱିକେଟ ଓ ୧୫ ବଲରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ବିଜୟ ହାସଲ କରିଛି । ମ୍ୟାଚରେ ସିଏସକେ ଟସ ଜିତି ବ୍ୟାଟିଂ କରି ୨୦ଓଭରରେ ୧୨୫ ରନ କରିଥିବା ବେଳେ ରାଜସ୍ଥାନ ରୟାଲସ ୧୭.୩ ଓଭରରେ ୧୨୬ ରନ କରି ଜିତିଛି । ମ୍ୟାଚରେ ସିଏସକେଙ୍କ ଖେଳାଳୀଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ୩୫(୩୦), ମହେନ୍ଦ୍ର ସିଂ ଧୋନି ୨୮(୨୮) ରନ ଏବଂ ଆରଆର ଖେଳାଳୀଙ୍କ ମଧ୍ୟରୁ ଜସ ବଟଲର ୭୦(୪୮), ଷ୍ଟିଭ ସ୍ମିଥ ୨୬(୩୪) ରନ କରିଥିଲେ । ମ୍ୟାଚରେ ଜସ ବଟଲର ପ୍ଳେୟାର ଅଫ ଦ ମ୍ୟାଚ ହୋଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।