ଲଗାତାର ହାରୁଛି ଚେନ୍ନାଇ ସୁପର କିଙ୍ଗସ

ଆଇପିଏଲ ୨୦୨୦ର ର ୩୭ତମ ମ୍ୟାଚରେ ରାଜସ୍ଥାନ ରୟାଲସ ୭ୱିକେଟ ଓ ୧୫ ବଲରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରି ବିଜୟ ହାସଲ କରିଛି । ମ୍ୟାଚରେ ସିଏସକେ ଟସ ଜିତି ବ୍ୟାଟିଂ କରି ୨୦ଓଭରରେ ୧୨୫ ରନ କରିଥିବା ବେଳେ ରାଜସ୍ଥାନ ରୟାଲସ ୧୭.୩ ଓଭରରେ ୧୨୬ ରନ କରି ଜିତିଛି । ମ୍ୟାଚରେ ସିଏସକେଙ୍କ ଖେଳାଳୀଙ୍କ ମଧ୍ୟରୁ ରବିନ୍ଦ୍ର ଜାଡେଜା ୩୫(୩୦), ମହେନ୍ଦ୍ର ସିଂ ଧୋନି ୨୮(୨୮) ରନ ଏବଂ ଆରଆର ଖେଳାଳୀଙ୍କ ମଧ୍ୟରୁ ଜସ ବଟଲର ୭୦(୪୮), ଷ୍ଟିଭ ସ୍ମିଥ ୨୬(୩୪) ରନ କରିଥିଲେ । ମ୍ୟାଚରେ ଜସ ବଟଲର ପ୍ଳେୟାର ଅଫ ଦ ମ୍ୟାଚ ହୋଇଥିଲେ ।

Leave A Reply

Your email address will not be published.