You are currently viewing ଜିତୁଥିବା ମ୍ୟାଚକୁ ହାରିଲା ଚେନ୍ନାଇ ସୁପର କିଙ୍ଗସ୍

ଜିତୁଥିବା ମ୍ୟାଚକୁ ହାରିଲା ଚେନ୍ନାଇ ସୁପର କିଙ୍ଗସ୍

ୟୁଏଇ,ଆଇପିଏଲ ୨୦୨୦ର ୨୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ କୋଲକାତା ନାଇଟ ରାଇଡ଼ର ଠାରୁ ୧୦ ରନରେ ପରାସ୍ତ ହୋଇଛି । ଲଗାତାର ୩ଟି ମ୍ୟାଚ ହାରିବା ପରେ ପୂର୍ବ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପଞ୍ଜାବ ଠାରୁ ଜିତିଥିଲା । କିନ୍ତୁ ପୁଣିଥରେ ସିଏସକେକୁ ପରାସ୍ତ ହେବାକୁ ପଡ଼ିଛି । ଏହି ମ୍ୟାଚରେ ରାହୁଲ ତ୍ରିପାଠୀ ସର୍ବାଧିକ ୮୧(୫୧)ରନ, ସେନ ୱାଟସନ ୫୦(୪୦) ରନ, ଅମ୍ବାତି ରାୟଡୁ୩୦(୨୭), ରବିନ୍ଦ୍ର ଜାଡେଜା ୨୧(୮) କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।