ୟୁଏଇ,ଆଇପିଏଲ ୨୦୨୦ର ୨୧ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ କୋଲକାତା ନାଇଟ ରାଇଡ଼ର ଠାରୁ ୧୦ ରନରେ ପରାସ୍ତ ହୋଇଛି । ଲଗାତାର ୩ଟି ମ୍ୟାଚ ହାରିବା ପରେ ପୂର୍ବ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ପଞ୍ଜାବ ଠାରୁ ଜିତିଥିଲା । କିନ୍ତୁ ପୁଣିଥରେ ସିଏସକେକୁ ପରାସ୍ତ ହେବାକୁ ପଡ଼ିଛି । ଏହି ମ୍ୟାଚରେ ରାହୁଲ ତ୍ରିପାଠୀ ସର୍ବାଧିକ ୮୧(୫୧)ରନ, ସେନ ୱାଟସନ ୫୦(୪୦) ରନ, ଅମ୍ବାତି ରାୟଡୁ୩୦(୨୭), ରବିନ୍ଦ୍ର ଜାଡେଜା ୨୧(୮) କରିଥିଲେ ।

ଜିତୁଥିବା ମ୍ୟାଚକୁ ହାରିଲା ଚେନ୍ନାଇ ସୁପର କିଙ୍ଗସ୍
- Post published:October 8, 2020
- Post category:କ୍ରୀଡା
- Reading time:1 mins read