ଆଇପିଏଲ 2020 55 ତମ ମ୍ୟାଚ : ଦିଲ୍ଲୀ କ୍ୟାପିଟାଲସ 6 ୱିକେଟ ଓ 6 ବଲରେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋରକୁ ପରାସ୍ତ କରି ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ବ୍ୟାଙ୍ଗଲୋର ପ୍ରଥମେ ବ୍ୟାଟିଂ କରି 20 ଓଭର ଓ 7 ୱିକେଟରେ 152 ରନ କରି ଥିଲା । ଖେଳାଳୀଙ୍କ ମଧ୍ୟରୁ ଦେବଦତ୍ତ ପାଟିକଲ 50(41), ଏ ବି ଡେଭିଲିଅର 35(21) ରନ କରିଥିଲେ ଏବଂ ଦିଲ୍ଲୀ କ୍ୟାପିଟାଲସ 19 ଓଭରରେ 4 ୱିକେଟରେ 154 ରନ କରି ବିଜୟ ଲାଭ କରିଛି। ଅଜିଙ୍କ୍ୟା ରାହାଣେ 60(46), ଶିଖର ଧୱନ 54(41) ରନ କରିଛନ୍ତି । ଏନରିଚ ନୋଟଜେ 3/33(4) କରି ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି ।
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଗିରଫରାହୁଲ ଗାନ୍ଧୀଙ୍କ ପାଇଁ ବଢିଲା ଅଡୁଆନବରାତ୍ରୀରେ ଘର ପାଇଁ କିଣନ୍ତୁ ଏହି ୫ଟି ଜିନିଷକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତକର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣାANS NEWS SUPERFAST [email protected]ଆଜିଠୁ ପୁରୀରେ ଆରମ୍ଭ ସାହିଯାତବଢୁଛି କରୋନା ସଂକ୍ରମଣଘୃଣା ଭାଷଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନରଥଯାତ୍ରା ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନ ଖଣ୍ଡରୁ କାଠକଟା ଆରମ୍ଭ