You are currently viewing ସବୁଠାରୁ ଆଗରେ ସୂର୍ଯ୍ୟକୁମାର ଯାଦବ

ସବୁଠାରୁ ଆଗରେ ସୂର୍ଯ୍ୟକୁମାର ଯାଦବ

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇ (୧୯.୧୧.୨୨) : ଟି-୨୦ କ୍ରିକେଟରେ ସେ ଷ୍ଟାର । ଚଳିତ ବର୍ଷ ସବୁଠାରୁ ଅଧିକ ରନ କରିବାରେ ରେକର୍ଡ ଏହି କ୍ରିକେଟର କରିଛନ୍ତି ବା ତାଙ୍କ ନାରେ ଅଛି ।   ୩୨ ବର୍ଷୀୟ ବ୍ୟାଟସମ୍ୟାନ୍‌ ୩୮ଟି ଇନିଂସ ଖେଳି ୧୨୫୬ ରନ୍‌ ସଂଗ୍ରହ କରିଛନ୍ତି ।ତାଙ୍କ ପଛକୁ ଭାରତୀୟ ବ୍ୟାଟସମ୍ୟାନ୍‌ ତାଲିକାରେ ରିଷଭ ପନ୍ତ ରହିଛନ୍ତି । ସେ ୨୬ଟି ଇନିଂସ ଖେଳି ୧୧୯୦ ରନ୍‌ କରିଛନ୍ତି । ଏହାପରେ ବିରାଟ କୋହଲି ୩୫ଟି ଇନିଂସ ଖେଳି ୧୧୭୬ରନ୍‌, ଶ୍ରେୟର ଆୟର ୩୦ଟି ଇନିଂସ ଖେଳି ୧୧୫୬ ରନ୍‌, ରୋହିତ ଶର୍ମା ୩୮ଟି ଇନିଂସ ଖେଳି ୯୧୫ରନ୍‌ ସଂଗ୍ରହ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।