ନୂଆଦିଲ୍ଲୀ: ଭାରତ ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ତୃତୀୟ ଦିବସରେ ପ୍ରଥମ ଇନିଙ୍ଗସରେ ଭାରତ ୩୩୬ ରନ୍ କରିଛି । ୩୩୬ ରନ୍ ସଂଗ୍ରହ କରି ଭାରତ ଏହି ସିରଜ୍ରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି । କିନ୍ତୁ, ପ୍ରଥମ ଇନିଙ୍ଗସରେ ଅଷ୍ଟ୍ରେଲିଆ ୩୬୯ ରନ୍ ସଂଗ୍ରହ କରିଥିଲା। ତେଣୁ, ପ୍ରଥମ ଇନିଙ୍ଗସରେ ଅଷ୍ଟ୍ରେଲିଆ ୩୩ ରନରେ ଅଗ୍ରଣୀ ରହିଛି।
ଗୋଟିଏ ସମୟରେ ଭାରତୀୟ ଦଳ ୧୮୬ ରନ୍ କରି ୬ ଟି ୱିକେଟ୍ ହରାଇଥିଲା କିନ୍ତୁ ସପ୍ତମ ୱିକେଟରେ ଶାର୍ଦ୍ଦୁଲ ଠାକୁର ଓ ୱାଶିଂଟନ୍ ସୁନ୍ଦର ମଧ୍ୟରେ ୧୨୩ ରନର ଭାଗିଦାରୀ କରି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇ ଥିଲେ ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍