You are currently viewing ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ତୃତୀୟ ଦିବସ, ୩୩୬ ରନରେ ଭାରତ

ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ତୃତୀୟ ଦିବସ, ୩୩୬ ରନରେ ଭାରତ

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ: ଭାରତ ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ତୃତୀୟ ଦିବସରେ ପ୍ରଥମ ଇନିଙ୍ଗସରେ ଭାରତ ୩୩୬ ରନ୍ କରିଛି । ୩୩୬ ରନ୍ ସଂଗ୍ରହ କରି ଭାରତ ଏହି ସିରଜ୍ରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି । କିନ୍ତୁ, ପ୍ରଥମ ଇନିଙ୍ଗସରେ ଅଷ୍ଟ୍ରେଲିଆ ୩୬୯ ରନ୍ ସଂଗ୍ରହ କରିଥିଲା। ତେଣୁ, ପ୍ରଥମ ଇନିଙ୍ଗସରେ ଅଷ୍ଟ୍ରେଲିଆ ୩୩ ରନରେ ଅଗ୍ରଣୀ ରହିଛି।
ଗୋଟିଏ ସମୟରେ ଭାରତୀୟ ଦଳ ୧୮୬ ରନ୍ କରି ୬ ଟି ୱିକେଟ୍ ହରାଇଥିଲା କିନ୍ତୁ ସପ୍ତମ ୱିକେଟରେ ଶାର୍ଦ୍ଦୁଲ ଠାକୁର ଓ ୱାଶିଂଟନ୍ ସୁନ୍ଦର ମଧ୍ୟରେ ୧୨୩ ରନର ଭାଗିଦାରୀ କରି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇ ଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।