You are currently viewing ୩୬ ତମ ମ୍ୟାଚ ଜିତିଲା ପଞ୍ଜାବ !

୩୬ ତମ ମ୍ୟାଚ ଜିତିଲା ପଞ୍ଜାବ !

  • Post category:କ୍ରୀଡା
  • Reading time:1 mins read

ଆଇପିଏଲ ୨୦୨୦ର ୩୬ତମ ମ୍ୟାଚରେ କିଙ୍ଗସ ଏକ୍ସଆଇ ପଞ୍ଜାବ ମୁମ୍ବାଇ ଇଣ୍ଡିଆନସ ଠାରୁ ସୁପର ଓଭର ଜିତି ବିଜୟ ହାସଲ କରିଛି । ଉଭୟ ମୁମ୍ବାଇ ଏବଂ ପଞ୍ଜାବ ୧୭୬ରନ ୨୦ ଓଭରରେ କରିଥିଲେ । । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ ଖେଳାଳୀଙ୍କ ମଧ୍ୟରୁ କ୍ୱିଣ୍ଟନ ଡି କକ୍ ୫୩(୪୩), ପୋଲାର୍ଡ ୩୪(୧୨), ଏସଆରଏଚ ଖେଳାଳୀଙ୍କ ମଧ୍ୟରୁ କେଏଲ ରାହୁଲ ୭୭(୫୧), ନିକୋଲାସ ପୂରଣ ୨୪(୧୨) ରନ କରିଥିଲେ । ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନସ ୧୫/୦ ଏବଂ ୧୧/୧ ସ୍କୋର କରି ମ୍ୟାଚରେ ବିଜୟ ହାସଲ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।