ଆଇପିଏଲ ୨୦୨୦ର ୩୨ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ ୮ୱିକେଟ ଏବଂ ୧୯ ବଲରେ କୋଲକାତା ନାଇଟ ରାଇଡରକୁ ପରାସ୍ତ କରିଛି । ମ୍ୟାଚରେ କେକେଆର ଟସ ଜିତି ପ୍ରଥମେ ବ୍ୟାଟିଂ କରି ୨୦ଓଭରରେ ୫ୱିକେଟ ବ୍ୟୟରେ ସମୁଦାୟ ୧୪୮ ରନ କରିଥିବାବେଳେ ମୁମ୍ବାଇ ଇଣ୍ଡିଆନସ ୧୬.୫ ଓଭରରେ ୨ ୱିକେଟ ବ୍ୟୟରେ ୧୪୯ ରନ କରି ବିଜୟ ହାସଲ କରିଥିଲା । ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ ଖେଳାଳୀଙ୍କ ମଧ୍ୟରୁ ସର୍ବାଧିକ କ୍ୱିଣ୍ଟନ ଡି କକ୍ ୭୮୪୪, ରୋହିତ ଶର୍ମା ୩୫୩୬ ରନ ଏବଂ କୋଲକାତା ନାଇଟ ରାଇଡର ଖେଳାଳୀଙ୍କ ମଧ୍ୟରୁ ସର୍ବାଧିକ ପାଟ କୁମିନସ ୫୩୩୬, ଇଅନ ମୋର୍ଗାନ ୩୯୨୯ ରନ କରିଥିଲେ । ମ୍ୟାଚରେ କ୍ୱିଣ୍ଟନ ଡି କକ୍ ୭୮୪୪ ରନ କରି ପ୍ଲେୟାର ଅଫ୍ ଦ ମ୍ୟାଚ ହୋଇପାରିଥିଲେ ।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ