ଆଇପିଏଲ ୨୦୨୦ର ୨୭ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନସ ୫ୱିକେଟ ଏବଂ ୨ବଲରେ ଦିଲ୍ଲୀ କ୍ୟାପିଟାଲସକୁ ପରାସ୍ତ କରିଛି । ମ୍ୟାଚରେ ଦିଲ୍ଳୀ କ୍ୟାପିଟାଲସ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୬୨ରନ ୨୦ ଓଭରରେ କରିଥିଲେ ଏବଂ ମୁମ୍ବାଇ ଇଣ୍ଡିଆନସ ୧୬୬ ରନ ୧୯.୪ ଓଭରରେ କରି ବିଜୟ ଲାଭ କରିଛି । ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ଖେଳାଳୀଙ୍କ ମଧ୍ୟରୁ ଶିଖର ଧୱନ ୬୯(୫୨), ଶ୍ରେୟସ ଆୟର ୪୨(୩୩) ଏବଂ ମୁମ୍ବାଇ ଇଣ୍ଡିଆନସ ଖେଳାଳୀଙ୍କ ମଧ୍ୟରୁ ସୂର୍ଯ୍ୟକୁମାର ୟାଦବ ୫୩(୩୨) , କ୍ୱାଣ୍ଟ ଡି କକ୍ ୫୩(୩୬) ରନ କରିଥିଲେ । ମ୍ୟାଚକୁ ଜିତି ମୁମ୍ବାଇ ଇଣ୍ଡିଆନସ ପୁଣି ଥରେ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଥିବାବେଳେ, ଏହି ମ୍ୟାଚକୁ ହାରି ଦିଲ୍ଲୀ କ୍ୟାପିଟାଲସ ପ୍ରଥମ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଆସିଯାଇଛି ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ