ଆର୍ଜେଣ୍ଟିନାର ମହାନ୍ ଫୁଟବଲର ଡିଏଗୋ ମାରାଡୋନାଙ୍କର ପରଲୋକ ପରେ ଏବେ ଆଉ ଜଣେ ଫୁଟବଲ ତାରକାଙ୍କ ମୃତ୍ୟୁ ଫୁଟବଲ ଜଗତକୁ ଏକ ଝଟକା ଦେଇଛି । ସେ ହେଉଛନ୍ତି ପାପା ବୌବା ଡିଅପ । ସେନେଗଲଙ୍କ କିମ୍ବଦନ୍ତୀ ଫୁଟବଲର ପାପା ବୌବା ଡିଅପଙ୍କ ମାତ୍ର ୪୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସୂଚନାରୁ ଜଣାପଡିଛି ଯେ, ସେ ବହୁତ ଦିନ ହେବ ଅସୁସ୍ଥ ଥିଲେ । ଯେଉଁକାରଣରୁ, ରବିବାର ଦିନ ପ୍ୟାରିସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହି ଦୁଃଖଦ ଖବର ଶୁଣି ବିଭିନ୍ନ ସ୍ଥାନରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁଆଜି ଗିରଫ ହୋଇପାରନ୍ତି ଡୋନାଲ୍ଡ ଟ୍ରମ୍ପ