ଚେନ୍ନାଇ: ତାମିଲନାଡୁର କ୍ରିକେଟର ୟୋ ମହେଶ ନିଜ ୩୩ ତମ ଜନ୍ମ ଦିବସ ଅବସରରେ କ୍ରିକେଟର ସବୁ ଫର୍ମାଟକୁ ସବୁଦିନ ପାଇଁ ଛାଡିବାକୁ ନିଷ୍ପତ୍ତିନେଇଛନ୍ତି । ତାଙ୍କର ପ୍ରକୃତ ନାଁ ହେଉଛି ବିଜୟ କୁମାର ମହେଶ । ସେ ହେଉନ୍ତି ଜଣେ ଦ୍ରୁତ ବୋଲର । ସେ ଟୁଇଟ କରି ଏହି ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ଅଣ୍ଡର-୧୯ ଦଳରେ ତାଙ୍କୁ ଖେଳିବା ପାଇଁ ସୁଯୋଗ ପ୍ରଦାନ କରିଥିବାରୁ ବିିସିସିଆଇକୁ ସେ ଧନ୍ୟବାଦ ଜଣାଇଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗସ ପାଇଁ ମଧ୍ୟ ମ୍ୟାଚ୍ ଖେଳିଛନ୍ତି। ମହେଶ ୩୩ ବର୍ଷ ବୟସରେ ପାଦ ଥାପିବା ସହ କ୍ରିକେଟର ୩ଟି ଫର୍ମାଟକୁ ଅଲବିଦା କହିଛନ୍ତି ।
ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ ଭଦ୍ରକର ଅତିରିକ୍ତ ଜିଲ୍ଲା ଦୌରାଜଜ୍ଜଙ୍ଗଲରୁ ମିଳିଲା ପ୍ରେମୀଯୁଗଳଙ୍କ ମୃତ ଦେହଡିଜେ ଆଜେକ୍ସ ମୃତ୍ୟୁ ମାମଲାରେ ନୂଆ ମୋଡକାର ଧକ୍କାରେ ଚାଲିଗଲା ତିନି ଶିଶୁଙ୍କ ଜୀବନନଦୀକୁ ଡେଇଁଲେ ମହିଳାଏପ୍ରିଲ ୨୦ରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗANS NEWS SUPERFAST [email protected]ରାଜ୍ୟରେ ୨୪ ଘଣ୍ଟା ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟଜାଣନ୍ତୁ ଗରମ ପାଣି ଶରୀର ପାଇଁ କେତେ ଲାଭକାରୀବଢୁଛି କରୋନା ଚିନ୍ତା