ଇଟାଲୀ, ଇଟାଲୀର ପ୍ରସିଦ୍ଧ ଫୁଟବଲ୍ ଖେଳାଳି ତଥା ୧୯୮୨ ବିଶ୍ୱକପ୍ ଷ୍ଟାର୍ ପାଓଲୋ ରୋସିଙ୍କ ପରଲୋକ । ଲୋକପ୍ରିୟ କ୍ରୀଡ଼ା ଚ୍ୟାନେଲ ‘ଆର୍ଏଆଇ’ଏହି ଦୁଃଖଦ ଖବର ଦେଇଛି । ରୋସି ଏହି ଚ୍ୟାନେଲ ଗତ କିଛି ବର୍ଷ ହେବ ଫୁଟ୍ବଲ୍ ବିଶେଷଜ୍ଞ ଭାବେ କାର୍ୟ୍ୟ କରୁଥିଲେ। ଚ୍ୟାନେଲ ପକ୍ଷରୁ ଏହି ହୃଦୟବିଦାରକ ଖବର ପ୍ରସାରଣ କରାଯିବାର ମାତ୍ର କିଛି କ୍ଷଣ ପରେ ରୋସିଙ୍କ ପତ୍ନୀ ଫେଡେରିକା କ୍ୟାପେଲେଟି ଉୟୟଙ୍କର ଏକ ଫଟୋ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୧୯୮୨ ବିଶ୍ବକପ ଏକାକୀ ୬ଟି ଗୋଲ୍ ଦେଇ ସେ ଇଟାଲିକୁ ବିଶ୍ବବିଜେତା କରାଇଥିଲେ ରୋସି ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି