You are currently viewing କିଏ ହେବେ ଆଇସିସି ପ୍ଳେୟାର ଅଫ ଦ ଡିକେଟ ?

କିଏ ହେବେ ଆଇସିସି ପ୍ଳେୟାର ଅଫ ଦ ଡିକେଟ ?

  • Post category:କ୍ରୀଡା
  • Reading time:1 mins read

ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ବିରାଟ କୋହଲିଙ୍କୁ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ମନୋନୀତ କରାଯାଇଛି । ବିରାଟ କୋହଲିଙ୍କ ବ୍ୟତୀତ ‘ପ୍ଲେୟାର ଅଫ ଦ ଡିକେଡ’ ଆୱାର୍ଡ ପାଇଁ ମୋଟ ୬ ଜଣ ଖେଳାଳୀଙ୍କୁ ମନୋନୀତ କରାଯାଇଛି । ବିରାଟଙ୍କ ସହ ଏହି ଦୌଡରେ ରହିଛନ୍ତି ଇଂଲଣ୍ଡର ଜୋ ରୁଟ୍, ନ୍ୟୁଜିଲ୍ୟାଣ୍ଡର କେନ୍ ୱିଲିୟମସନ୍, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍, ଦକ୍ଷିଣ ଆଫ୍ରିକାର ଏ ବି ଡିଭିଲିୟର୍ସ, ଶ୍ରୀଲଙ୍କାର କୁମାର ସାଙ୍ଗାକାରା ରହିଛନ୍ତି । ସେହିପରି ୱିମେନ୍ସ ପ୍ଲେୟାର ଅଫ ଦ ଡିକେଡ ତାଲିକାରେ ରହିଛନ୍ତି ଏଲିସ୍ ପେରୀ, ମେଗ୍ ଲାନିଙ୍ଗ୍, ସୁଜି ବେଟ୍ସ, ଷ୍ଟିଫାନୀ ଟେଲର, ମିତାଲି ରାଜ, ସାରା ଟେଲର୍।

ଅନ୍ୟମାନଙ୍କୁ ଜଣାନ୍ତୁ।