ଆସନ୍ତାକାଲି ବିଶ୍ୱକପ ଫାଇନାଲ, ଅହମ୍ମଦାବାଦରେ ବଢିବାରେ ଲାଗିଛି ହୋଟେଲ୍ ଦାମ୍
ଆସନ୍ତାକାଲି ଅହମ୍ମଦାବାଦରେ ଖେଳାଯିବ ବିଶ୍ବକପ ଫାଇନାଲ। ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ବକପ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଯାହା ଉପରେ ପୂରା ବିଶ୍ବର ନଜର ରହିବ।