ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ

ପଞ୍ଜାବ(୧.୪.୨୩) :  ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅ ସିରତ କୌରମାନଙ୍କୁ ଆମେରିକାରେ ହତ୍ୟା ଧମକ ମିଳିଛି । ଖଲିସ୍ତାନୀ ସମର୍ଥକମାନେ ଆମେରିକାରେ ରହୁଥିବା ମାନଙ୍କ ଝିଅଙ୍କୁ ବାରମ୍ବାର ହତ୍ୟା ଧମକ ଦେଉଛନ୍ତି । ସିରତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ…

Continue Readingମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ