ହାଇବ୍ରିଡ୍ ମୋଡ୍‌ରେ ହେବ କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା

କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା ଆସନ୍ତା ଡିସେମ୍ବରରୁ ଆରମ୍ଭ ହୋଇ ୨୦୨୪ ଫେବ୍ରୁଆରୀରେ ସରିବ। ରାହୁଲ ଗାନ୍ଧି ଗୁଜରାଟର ପୋରବନ୍ଦରରୁ ଯାତ୍ରା ଆରମ୍ଭ କରି ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲା ଅନ୍ତର୍ଗତ ପର୍ଶୁରାମ କୁଣ୍ଡରେ ଶେଷ କରିବେ। ତେବେ ଏଥରର ଯାତ୍ରା ହାଇବ୍ରିଡ୍ ମୋଡ୍‌ରେ ହେବ। ଅର୍ଥାତ୍ ଯାତ୍ରା କେବଳ ପାଦରେ ନୁହେଁ, ଏଥିପାଇଁ ବାହନ ମଧ୍ୟ ବ୍ୟବହୃତ ହେବ। 

Continue Readingହାଇବ୍ରିଡ୍ ମୋଡ୍‌ରେ ହେବ କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା

ଭାରତ ଯୋଡୋ ଯାତ୍ରାରେ ଅଘଟଣ

ନୂଆଦିଲ୍ଲୀ(16.10.22): କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ୪ କର୍ମୀ ଗୁରୁତର ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାହୁଲ ଗାନ୍ଧିଙ୍କ ଏହି ଭାରତ ଯୋଡୋ ଯାତ୍ରା ଆଜି କର୍ଣ୍ଣାଟକର ବେଲ୍ଲାରୀରୁ ଆରମ୍ଭ ହୋଇଥିଲା। ଏହି ସମୟରେ କିଛି…

Continue Readingଭାରତ ଯୋଡୋ ଯାତ୍ରାରେ ଅଘଟଣ

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ମା’ ଭଉଣୀ

ବାଙ୍ଗାଲୁରୁ (୮.୧୦.୨୨) : ଭାରତ ଯୋଡ ଯାତ୍ରା ଆଜି କର୍ଣ୍ଣାଟକର ତୁମକୁରୁ ଜିଲ୍ଲା ମାୟାସନ୍ଦ୍ରାରୁ ଆରମ୍ଭ ହୋଇଛି । ଏହି ଯାତ୍ରାରେ ଆଜି ସ୍ଥାନୀୟ ନେତା କର୍ମୀ ସାମିଲ ହୋଇଛନ୍ତି । ତେବେ ରାହୁଲଙ୍କର ଏହି ଯାତ୍ରାକୁ ତାମିଲନାଡୁ କର୍ଣ୍ଣାଟକରେ ସମର୍ଥନ…

Continue Readingଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ସାମ୍ବାଦିକା ଗୌରୀ ଲଙ୍କେଶଙ୍କ ମା’ ଭଉଣୀ