Browsing Tag

Bhubaneswar

ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟ

ଭୁବନେଶ୍ୱର (ଏଏନ୍ଏସ୍): ତୁଟିଲାନି ଭୁବନେଶ୍ୱର ଏକ ନମ୍ବର ହାଟ ବିବାଦ। ଆସନ୍ତା ମଙ୍ଗଳବାର ପୁଣି ଆଲୋଚନା । ଅର୍ଥାତ ମଙ୍ଗଳବାର ଦିନ ବିଏମସିର ଗୋଟିଏ ପ୍ରତିନିଧି ଦଳ ବିଭିନ୍ନ ଅଭିଯୋଗର ବାସ୍ତବତା କୁ ଅନୁଧ୍ୟାନ କରିବେ। ତାପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ତେବେ ସେ ପର୍ଯ୍ୟନ୍ତ ଏହି ହାଟର…

ଅପରାହ୍ନରେ ବସିବ ପ୍ରାଥମିକ ଶିକ୍ଷକ ସଂଘ ବୈଠକ; ମୂଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ହେବ ଆଲୋଚନା

ଏଏନ୍ଏସ: ଅପରାହ୍ନରେ ବସିବ ପ୍ରାଥମିକ ଶିକ୍ଷକ ସଂଘ ବୈଠକ। ସମାଧାନ ହୋଇପାରେ ଶିକ୍ଷକଙ୍କ ସମସ୍ୟା। ବାହାରିପରେ ପ୍ରାଥମିକ ବିଦ୍ୟାଳୟ ଖୋଲିବାର ବାଟ। ତେବେ ଆଜି ଅପରାହ୍ଣ ୫ଟାରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘକୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା ଆସିଛି। ଏନେଇ ପ୍ରାଥମିକ…

ଆସନ୍ତା ୨୪ରୁ ଗଡିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଏଏନ୍ଏସ: ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପୁରୀ-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ସୂଚନା ଜାରି କରାଯାଇଛି।  ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀ ପୁରୀ - ରାଉରକେଲା ବନ୍ଦେ…

ନନ୍ଦନକାନନରେ ନୂଆ ଅତିଥୀ

ଭୁବନେଶ୍ୱର (ଏଏନ୍ଏସ୍): ନନ୍ଦନକାନନକୁ ଆସିଲେ ନୂଆ ଅତିଥୀ। ୪ଟି ଓଟପକ୍ଷୀ ଆସିଛନ୍ତି ପ୍ରାଣୀ ଉଦ୍ୟାନକୁ। ଏନେଇ ପୂର୍ବରୁ ନନ୍ଦନକାନନ ପରିଚାଳନା କମିଟିରେ ଆଲୋଚନା କରାଯାଇ ନିଷ୍ପତି ନିଆଯାଇଥିଲା। ସେମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଥିବା ବେଲେ ଅନ୍ୟ ୩ ଟି ମାଇ ଅଛନ୍ତି। ଅଦଳବଦଳ…

ବିଜୁ ଶ୍ରମିକ ସାମ୍ମୁଖ୍ୟ ପଦରେ ନିଯୁକ୍ତି ହେଲେ ୪ ବରିଷ୍ଠ ବିଜେଡ଼ି ନେତା

ଭୁବନେଶ୍ୱର (ଏଏନ୍ଏସ): ବିଜୁ ଶ୍ରମିକ ସାମ୍ମୁଖ୍ୟ ପଦରେ ନିଯୁକ୍ତି ହେଲେ ୪ ବରିଷ୍ଠ ବିଜେଡ଼ି ନେତା। ବିଜୁ ଜନତା ଦଳର ମୁଖ୍ୟ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସେମାନଙ୍କୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ପଦରେ ନିଯୁକ୍ତି କରି ଖୁସି ବ୍ୟକ୍ତ କରିଛନ୍ତି। ଏଥି ମଧ୍ୟରେ ଶ୍ରୀ ସୁଜିତ କୁମାର, ଶ୍ରୀ…

‘ସମ୍ୱାଦ’ ଅଫିସରେ EOWର ଚଢାଉ

ଭୁବନେଶ୍ୱର(ଏଏନଏସ୍): ସମ୍ବାଦ ଅଫିସରେ ଇଓଡବ୍ଲୁ ର ଚଢାଉ । ଖବରକାଗଜ ଅଫିସରେ ୧୨ ଜଣିଆ ଟିମ୍ ପହଞ୍ଚିଛି । କର୍ମଚାରୀଙ୍କୁ ଋଣ ମାମଲାରେ ସମ୍ବାଦ ଖବରକାଗଜ ଅଫିସରେ ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ତେବେ ଏନେଇ ସମ୍ବାଦ କର୍ତୃପକ୍ଷ କି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ପ୍ରତିକ୍ରିୟା…

ଆଜିଠାରୁ ପ୍ରବଳ ବର୍ଷିବ

ଭୁବନେଶ୍ବର : ଆଜି ଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ । ଏନେଇ ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଆଭ୍ୟନ୍ତରୀଣ ଓଡିଶା ସମେତ ଉତ୍ତର ଏବଂ ଦକ୍ଷିଣ ଓଡିଶାରେ ଭଲ ବର୍ଷା ହେବ । ସେହିପରି ଆସନ୍ତାକାଲି ଉପକୂଳ ଏବଂ ଉତ୍ତର ଓଡିଶାରେ ବର୍ଷା ହେବ । ୧୦ ଏବଂ ୧୧ ତାରିଖରେ ଓଡିଶାର ବିସ୍ତୃତ…

ଥାନାଧିକାରୀଙ୍କ ଦବଙ୍ଗଗିରି

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନାଅଧିକାରୀ ଜ୍ୟୋତିରଂଜନ ସାମନ୍ତରାୟଙ୍କ ଦବଙ୍ଗଗିରି । କିଛି କାରଣ ନଥାଇ ଦଳିତ ଯୁବକଙ୍କୁ ଥାନାରେ ନିସ୍ତୁକ ମାଡ । ଏସ୍ ପି ଙ୍କ ନିକଟରେ ଅଭିଯୋଗ । ମାର୍ଶାଘାଇର ମନୋରଂଜନ ଦଳାଇ ନିଜ ପଡୋଶୀ ମହିଳାଙ୍କ ଅନୁରୋଧ କ୍ରମେ ତାଙ୍କ ସହିତ…

ଶ୍ରାବଣ ମାସ ଆରମ୍ଭରୁ ନାଗ ନାଗୁଣୀଙ୍କ ଅପୂର୍ବ ମିଳନର ଦୃଶ୍ୟ

କାମାକ୍ଷାନଗର : ବର୍ତ୍ତମାନ ଆରମ୍ଭ ହୋଇସାରିଛି ଶ୍ରାବଣ ମାସ । ଏହି ମାସଙ୍କୁ ଭଗବାନ ଶଙ୍କରଙ୍କ ମାସ ବୋଲି କୁହାଯାଇଥାଏ । ଶିବ ଭକ୍ତମାନେ ମଧ୍ୟ ଏହି ମାସରେ ମାନସିକ ରଖି ବୋଲ୍ ବମ୍ ଯାତ୍ରା କରିଥାନ୍ତି । ତେବେ ଏଭଳି ସମୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଜିରିଡାମାଳୀ ରେଙ୍ଗାଳି କଲୋନି…

ରାଜ୍ୟରେ ଡେଙ୍ଗୁର କମବ୍ୟାକ୍…୧୮୫ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ପୁଣି ଡରାଇଲାଣି ଡେଙ୍ଗୁ । ରାଜ୍ୟରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସବୁବର୍ଷ ପରି ଚଳିତବର୍ଷ ମଧ୍ୟ ଡେଙ୍ଗୁ ବଢ଼ିଚାଲିଛି । ସାଧାରଣତଃ ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ବଢ଼ିଥାଏ ଡେଙ୍ଗୁ । କିନ୍ତୁ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଟେଷ୍ଟିଙ୍ଗ ସଂଖ୍ୟା ଅଧିକ ଓ…