ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ମନୋଜ ବାଜପେୟୀ

ଲୋକସଭା ନିର୍ବାଚନ ଲଢ଼ିବେ ବଲିଉଡ ଅଭିନେତା ମନୋଜ ବାଜପେୟୀ। ଗତ କିଛି ଦିନ ହେବ ମନୋଜ ରାଜନୀତିରେ ଯୋଗ ଦେବା ନେଇ ଚର୍ଚ୍ଚା ଲାଗି ରହିଛି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ମନୋଜ।

Continue Readingନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ମନୋଜ ବାଜପେୟୀ

ଦିଲ୍ଲୀରୁ ବିହାର ଅଭିମୁଖେ ଯିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ: ୧୯ ଆହତ

ଉତ୍ତର ପ୍ରଦେଶର ଇଟାୱା ଅଞ୍ଚଳରେ 'ଦିଲ୍ଲୀ-ସହରସା ବୈଶାଳୀ ସୁପର୍‌ଫାଷ୍ଟ୍‌ ଏକ୍ସପ୍ରେସ୍‌'ର ଗୋଟିଏ କୋଚ୍‌ରେ ବୁଧବାର ରାତିରେ ନିଆଁ ଲାଗିଯିବାରୁ ଅନ୍ୟୂନ ୧୯ଜଣ ଯାତ୍ରୀ ଆହତ ହୋଇଥିବା କଥା 'ଇଣ୍ଡିଆ ଟୁଡେ' ରିପୋର୍ଟ କରିଛି।

Continue Readingଦିଲ୍ଲୀରୁ ବିହାର ଅଭିମୁଖେ ଯିବା ଟ୍ରେନ୍‌ରେ ଅଗ୍ନିକାଣ୍ଡ: ୧୯ ଆହତ

କାଳ ହେଉଛି ହିଟ୍‌ୱେଭ । ମୃତ୍ୟୁର ରୂପ ନେଇ ଦେଶବାସୀଙ୍କ ଜୀବନ ନେଉଛି…

  • Post category:ଓଡିଶା
  • Reading time:1 mins read

ବ୍ୟୁରୋ ରିପୋର୍ଟ : ଦେଶର ଅଧିକାଂଶ ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭବ ହେଉଛି । ଆକାଶରୁ ଯେମିତି ନିଆଁ ବର୍ଷା ହେଉଛି । ସକାଳ ୯ଟାରୁ ବି ଘରୁ ବାହାରିବାକୁ ଭୟ କରୁଛନ୍ତି ଲୋକେ । ଏହାରି ଭିତରେ ପ୍ରଚଣ୍ଡ ଖରା…

Continue Readingକାଳ ହେଉଛି ହିଟ୍‌ୱେଭ । ମୃତ୍ୟୁର ରୂପ ନେଇ ଦେଶବାସୀଙ୍କ ଜୀବନ ନେଉଛି…

ଡିଜେ ଯୋଗୁଁ ଗଲା ବର ଜୀବନ

ବିହାର (୩.୩.୨୩) : ଡିଜେ ସାଉଣ୍ଡ ହେଲା କାଳ । ଷ୍ଟେଜ୍ ଉପରେ ହିଁ ଟଳିପଡିଲା ବର । ହସ୍ପିଟାଲ ନେଉନେଉ ବାଟରେ ଚାଲିଗଲା ଜୀବନ । ଏଭଳି ଘଟଣା ଘଟିଛି ବିହାର ସୀତାମଢି ଅଞ୍ଚଳରେ । ସୂଚନା ମୁତାବକ, ବୁଧବାର…

Continue Readingଡିଜେ ଯୋଗୁଁ ଗଲା ବର ଜୀବନ

ମାଟ୍ରିକ ପରୀକ୍ଷା ପାଇଁ ମାରାଥନ ଦୌଡ

ବିହାର(୨୦.୨.୨୩) : ମାଟ୍ରିକ ପରୀକ୍ଷା ପାଇଁ ମାରାଥନ୍ ଦୌଡ଼ । ୨ କିଲୋମିଟର ରାସ୍ତା ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ ଛାତ୍ରୀ ମାନେ । ରାସ୍ତା ଜାମ୍ ହେବାରୁ ଅପେକ୍ଷା ନକରି ଗାଡିରୁ ଓହ୍ଲାଇ ଦୌଡି ଦୌଡି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ…

Continue Readingମାଟ୍ରିକ ପରୀକ୍ଷା ପାଇଁ ମାରାଥନ ଦୌଡ

ଖୁଲମଖୁଲ ବୁଲୁଛନ୍ତି ଅପରାଧୀ

ବିହାର(୯.୨.୨୩) : ବିହାରରେ ଅବାଧରେ ଘୁରୁ ବୁଲୁଛନ୍ତି ଅପରାଧୀ । ପାଟଣାରେ ଅପରାଧୀମାନେ ଏକାବେଳେ ୪ଜଣଙ୍କୁ ଗୁଳି କରିଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପାଟଣା ଶାସ୍ତ୍ରୀନଗର ଇଲାକାରେ ଉର୍ଜା ଷ୍ଟାଡିୟମ ପାଖରେ ଏକ ହଷ୍ଟେଲ ଦାୟିତ୍ୱରେ…

Continue Readingଖୁଲମଖୁଲ ବୁଲୁଛନ୍ତି ଅପରାଧୀ

ଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ର

ବିହାର(୨.୨.୨୩) : ନାଳନ୍ଦାର ବିହାର ସରିଫ ଅଲ୍ଲାମା ଇକବାଲ କଲେଜରେ ଇଣ୍ଟର ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା । ମନୀଷ ନାମକ ଏକ ଛାତ୍ର ପରୀକ୍ଷା ଦେବାକୁ ପହଞ୍ଚିଥିଲେ । ହେଲେ ସେଠାରେ ତାଙ୍କୁ ଛାଡି ଅନ୍ୟ କୌଣସି ଛାତ୍ର ନଥିଲେ…

Continue Readingଝିଅଙ୍କୁ ଦେଖି ଚେତାଶୂନ୍ୟ ହେଲେ ଛାତ୍ର

ବିହାରରେ ଆଖିବୁଜା ଗୁଳିମାଡ

  • Post category:ଅପରାଧ
  • Reading time:1 mins read

ପାଟନା (୧୪.୯.୨୨) : ଆମେରିକାରେ ଅଜଣା ଆତତାୟୀର ଆଖିବୁଜା ଗୁଳିମାଡ ଏଭଳି ଘଟଣା ଦେଖିବାକୁ ମିଳେ ଆମେରିକାରେ କିନ୍ତୁ ଏବେ ଏହା ବିହାରରେ ଦେଖିବାକୁ ମିଳିଛି । ବିହାରର ବେଗୁସରାଇରେ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ରାସ୍ତା ଉପରେ ଥିବା ଲୋକମାନଙ୍କ…

Continue Readingବିହାରରେ ଆଖିବୁଜା ଗୁଳିମାଡ