ପଦ୍ମ ଧରିଲେ କୈଳାଶ କୁଲେସିକା, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ହେଲେ ସାମିଲ 

ବିଜେଡିରୁ ଟିକେଟ୍ ମିଳିଲାନି ବୋଲି ରାତାରାତି ଦଳ ବଦଳାଇଲେ ନେତା । ବିଜେଡି ଛାଡି ବିଜେପିରେ ମିଶିଛନ୍ତି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା ।

Continue Readingପଦ୍ମ ଧରିଲେ କୈଳାଶ କୁଲେସିକା, ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ହେଲେ ସାମିଲ 

ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି

ବିଜେପି ଛାଡିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଘୁନାଥ ।

Continue Readingବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି

ବିଜେପିରେ ଯୋଗଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ବିଜେପିରେ ଯୋଗ ଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଆଠମଲ୍ଲିକ ବିଜେପି ବିଧାୟକ ପ୍ରାର୍ଥୀ ସଞ୍ଜୀବ ସାହୁଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ରମେଶ ।

Continue Readingବିଜେପିରେ ଯୋଗଦେଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ

ବିଜେପିରେ ସାମିଲ ହେଲେ ଅମରେନ୍ଦ୍ର ଦାସ

  • Post category:ଓଡିଶା
  • Reading time:1 mins read

ବିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ଅମରେନ୍ଦ୍ର ଦାସ। ନିଜର ସମର୍ଥକଙ୍କୁ ନେଇ ବିଜେପିରେ ସାମିଲ ହୋଇଛନ୍ତି ଅମରେନ୍ଦ୍ର।

Continue Readingବିଜେପିରେ ସାମିଲ ହେଲେ ଅମରେନ୍ଦ୍ର ଦାସ

କଂଗ୍ରେସରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଗୌରବ ବଲ୍ଲଭ 

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି। ୨୪ ଘଣ୍ଟା ମଧ୍ୟରେ କଂଗ୍ରେସର ୨ ବଡ଼ ନେତା ଇସ୍ତଫା ଦେଇଛନ୍ତି। ଗତକାଲି ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଆଜି କଂଗ୍ରେସ ନେତା ଗୌରବ ବଲ୍ଲଭ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି।

Continue Readingକଂଗ୍ରେସରୁ ଇସ୍ତଫା ପରେ ବିଜେପିରେ ମିଶିଲେ ଗୌରବ ବଲ୍ଲଭ 

ପଦ୍ମ ଧରିଲେ ଦୁଇ ବରିଷ୍ଠ ଡାକ୍ତର, ମିଶ୍ରଣ ପର୍ବରେ ଦଳରେ ହେଲେ ସାମିଲ 

ବିଜେପିରେ ସାମିଲ ହେଲେ ଦୁଇ ବରିଷ୍ଠ ଡାକ୍ତର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଓ ଡାକ୍ତର ପ୍ରତାପ ପାଣି ଦଳରେ ସାମିଲ ହୋଇଛନ୍ତି  ।

Continue Readingପଦ୍ମ ଧରିଲେ ଦୁଇ ବରିଷ୍ଠ ଡାକ୍ତର, ମିଶ୍ରଣ ପର୍ବରେ ଦଳରେ ହେଲେ ସାମିଲ 

ପଦ୍ମ ଧରିଲେ ବକ୍ସର ବିଜେନ୍ଦର ସିଂ, ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଦଳରେ ହେଲେ ସାମିଲ 

ପଦ୍ମ ଧରିଲେ ଅନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂ। ଦିଲ୍ଲୀସ୍ଥିତ ପାର୍ଟି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ବିଜେନ୍ଦର ସିଂ। ବିଜେପିରେ ଯୋଗ ଦେବା ପରେ ବିଜେନ୍ଦର ମୋର ଘର ବାହୁଡା ହୋଇଛି ବୋଲି କହିଛନ୍ତି।

Continue Readingପଦ୍ମ ଧରିଲେ ବକ୍ସର ବିଜେନ୍ଦର ସିଂ, ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ ଦଳରେ ହେଲେ ସାମିଲ 

ପଦ୍ମ ଧରିଲେ ଅନୁଭବ, ବିଧିବଦ୍ଧ ଭାବେ ଦଳରେ ହେଲେ ସାମିଲ

କେନ୍ଦ୍ରାପଡ଼ା ସାଂସଦ ତଥା ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି ଅନୁଭବ।

Continue Readingପଦ୍ମ ଧରିଲେ ଅନୁଭବ, ବିଧିବଦ୍ଧ ଭାବେ ଦଳରେ ହେଲେ ସାମିଲ

ଜୋର ଧରିଲା ଦଳ ଡିଆଁ, ବିଜେଡି ଛାଡି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର 

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଡିଆଁ ଜୋରଦାର ଚାଲିଛି। ଆଜି ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଦଳରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି । 

Continue Readingଜୋର ଧରିଲା ଦଳ ଡିଆଁ, ବିଜେଡି ଛାଡି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର 

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର । ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ଭର୍ତ୍ତୃହରି ଓ ସିଦ୍ଧାନ୍ତ । ଭର୍ତ୍ତୃହରି ଗତ ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ।

Continue Readingବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ ଓ ସିଦ୍ଧାନ୍ତ ମହାପାତ୍ର