ଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ସୂଚନା ଦେଲେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ

ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଓ ବିଜେଡି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବା ଆରମ୍ଭ କରିସାରିଛନ୍ତି। କିନ୍ତୁ କଂଗ୍ରେସ କେବେ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବ ସେ ନେଇ ଚର୍ଚ୍ଚା ଜୋର ଧରିଛି|

Continue Readingଏପ୍ରିଲ ପ୍ରଥମ ସପ୍ତାହରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା: ସୂଚନା ଦେଲେ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ

ବିଧାନସଭା ଓ ଲୋକସଭାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ : ଅଳକା ଲାମ୍ବା 

ନବୀନ ନିବାସ ଅଭିମୁଖେ ବାହାରିଛନ୍ତି ମହିଳା ନେତା ଓ କର୍ମୀ । ଏଆଇସିସି ମହିଳା ସଭାନେତ୍ରୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ପଦଯାତ୍ରାରେ ବାହାରିଛନ୍ତି କଂଗ୍ରେସର ହଜାର ହଜାର ମହିଳା ନେତ୍ରୀ ଓ କର୍ମୀ ।

Continue Readingବିଧାନସଭା ଓ ଲୋକସଭାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକେଟ ଦେବ କଂଗ୍ରେସ : ଅଳକା ଲାମ୍ବା 

କଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର

କଂଗ୍ରେସରେ ଯୋଗ ଦେଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ମନୋଜ ମିଶ୍ର। ପିସିସି ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଡ ଅଜୟ କୁମାରଙ୍କ ଉପସ୍ଥିତିରେ ସେ କଂଗ୍ରେସ ଭବନରେ ହାତ ଧରିଛନ୍ତି। ପଶ୍ଚିମ ଓଡ଼ିଶାରେ କଂଗ୍ରେସର ଟାଣୁଆ ନେତା ନରସିଂହ ମିଶ୍ରଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ମନୋଜ ମିଶ୍ର।

Continue Readingକଂଗ୍ରେସରେ ସାମିଲ ହେଲେ ଅଭିନେତା ମନୋଜ ମିଶ୍ର

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ 

କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ କଂଗ୍ରେସର ହାତ ଧରିଲେ ବଳଭଦ୍ର ମାଝୀ।

Continue Readingକଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ 

କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଜାନୁୟାରୀ ୨ରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ

କଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଆସନ୍ତା ଜାନୁୟାରୀ ୨ ତାରିଖରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ।

Continue Readingକଳିଙ୍ଗନଗର ଗୁଳିକାଣ୍ଡକୁ ମନେ ପକାଇ ଜାନୁୟାରୀ ୨ରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ କରିବ କଂଗ୍ରେସ

ଆସନ୍ତା ନିର୍ବାଚନରେ ଆଶାନୁରୂପକ ଫଳ ପାଇବ କି କଂଗ୍ରେସ?

ଦେଶ ସ୍ୱାଧିନତା ପାଇବା ପରଠାରୁ ପ୍ରାୟ ସମସ୍ତ ରାଜ୍ୟରେ ଜାତୀୟ କଂଗ୍ରେସ ଶସନ ଡୋର ନିଜ ଅକ୍ତିଆରରେ ରଖିଥିଲା। ପରବର୍ତ୍ତୀ ଅବସ୍ଥାରେ ଦଳ ମଧ୍ୟରେ ଆଭୃନ୍ତରୀଣ, ଗୋଷ୍ଠୀ କନ୍ଦଳ ଓ ଗୋଡ ଟଣାଟଣି ରାଜନୀତି ଓ କଂଗେସ ଦଳକୁ ଦୁର୍ବଳ କରିବାରେ ଲାଗିଲା। ଏହାର ଉଦାହରଣ ହେଉଛି ଓଡ଼ିଶା କଂଗେସ ରାଜ୍ୟ ସଂଗଠନ।

Continue Readingଆସନ୍ତା ନିର୍ବାଚନରେ ଆଶାନୁରୂପକ ଫଳ ପାଇବ କି କଂଗ୍ରେସ?

ହାଇବ୍ରିଡ୍ ମୋଡ୍‌ରେ ହେବ କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା

କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା ଆସନ୍ତା ଡିସେମ୍ବରରୁ ଆରମ୍ଭ ହୋଇ ୨୦୨୪ ଫେବ୍ରୁଆରୀରେ ସରିବ। ରାହୁଲ ଗାନ୍ଧି ଗୁଜରାଟର ପୋରବନ୍ଦରରୁ ଯାତ୍ରା ଆରମ୍ଭ କରି ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲା ଅନ୍ତର୍ଗତ ପର୍ଶୁରାମ କୁଣ୍ଡରେ ଶେଷ କରିବେ। ତେବେ ଏଥରର ଯାତ୍ରା ହାଇବ୍ରିଡ୍ ମୋଡ୍‌ରେ ହେବ। ଅର୍ଥାତ୍ ଯାତ୍ରା କେବଳ ପାଦରେ ନୁହେଁ, ଏଥିପାଇଁ ବାହନ ମଧ୍ୟ ବ୍ୟବହୃତ ହେବ। 

Continue Readingହାଇବ୍ରିଡ୍ ମୋଡ୍‌ରେ ହେବ କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା

ଫାଇଦା ପାଇବ କି କଂଗ୍ରେସ?

ଦେଶ ଓ ରାଜ୍ୟରେ ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳ ଏବେ କ୍ଷମତା ଠାରୁ ବହୁତ ଦୂରରେ ରହିଛି। କ୍ରମାଗତ ଭାବରେ ସାଙ୍ଗଠନିକ ଦୁର୍ବଳତା ଓ ନିଜ ନିଜ ମଧ୍ୟରେ ଗୋଷ୍ଠୀ କନ୍ଦଳ କଂଗ୍ରେସର ମୂଳଦୁଆକୁ ଦୋହଲାଇଦେଇଛି।

Continue Readingଫାଇଦା ପାଇବ କି କଂଗ୍ରେସ?

ରାଜସ୍ଥାନ ବିଧାନସଭା ନିର୍ବାଚନ; କଂଗ୍ରେସର ତୃତୀୟ ତାଲିକାରେ ୧୯ ପ୍ରାର୍ଥୀ

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ତୃତୀୟ ତାଲିକା ଜାରୀ କରାଯାଇଛି। ଏହି ତାଲିକାରେ ଜଣେ ମନ୍ତ୍ରୀ, ୧୧ ବିଧାୟକଙ୍କ ସମେତ ମୋଟ ୧୯ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହା ପୂର୍ବରୁ କଂଗ୍ରେସ ପ୍ରଥମ ତାଲିକାରେ ୩୩…

Continue Readingରାଜସ୍ଥାନ ବିଧାନସଭା ନିର୍ବାଚନ; କଂଗ୍ରେସର ତୃତୀୟ ତାଲିକାରେ ୧୯ ପ୍ରାର୍ଥୀ

ଆଜିଠାରୁ କଂଗ୍ରେସର ୮୫ ତମ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ(୨୪.୨.୨୩) :   ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର ପ୍ରସ୍ତୁତି । ଆଜିଠୁ ଛତିଶଗଡ଼ ରାୟପୁରରେ କଂଗ୍ରେସର ତିନି ଦିନିଆ କାର୍ଯ୍ୟକାରିଣୀ ସମ୍ମିଳନୀ ହେବ । ଆସନ୍ତା ୨୬ ତାରିଖ ଯାଏ ହେବାକୁ ଥିବା ଏହି ବୈଠକରେ କଂଗ୍ରେସର ରାହୁଲ ଗାନ୍ଧୀ,…

Continue Readingଆଜିଠାରୁ କଂଗ୍ରେସର ୮୫ ତମ କାର୍ଯ୍ୟକାରିଣୀ ବୈଠକ