ଘରେ ରଖି ପାରିବେନି ପୋଷା କୁକୁର

ଗାଜିଆବାଦ (୧୭.୧୦.୨୨) : ଏକାଧିକ ବିଦେଶୀ କୁକୁର ପାଳିବାର ସୌକ ରଖୁଥିବା ବ୍ୟକ୍ତିଙ୍କୁ ଚେତାବନୀ । ଏବେ ଆଉ ଘରେ ରଖିପାରିବେନି ଦୁଇରୁ ଅଧିକ ପୋଷା କୁକୁର । ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି ଉ୍‌ତ୍ତରପ୍ରଦେଶର ଗାଜିଆବାଦର ପୌର ପ୍ରଶାସନ ।…

Continue Readingଘରେ ରଖି ପାରିବେନି ପୋଷା କୁକୁର