କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

ବିଜେଡି ଛାଡି କଂଗ୍ରେସରେ ମିଶିଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ । ପୂର୍ବତନ ପିସିିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଉପସ୍ଥିତିରେ ସିପ୍ରା କଂଗ୍ରେସ ଦଳରେ ବିଧିବଦ୍ଧ ଭାବେ ସାମିଲ ହେଇଛନ୍ତି ।

Continue Readingକଂଗ୍ରେସରେ ଯୋଗ ଦେଲେ କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ

ବିଦ୍ୟାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିିଲେ ଛାତ୍ରଛାତ୍ରୀ 

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡ଼ା ମନକରପୁର ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିିଲେ ଛାତ୍ରଛାତ୍ରୀ ଓ ରୋଷେୟା। ସୂଚନା ଅନୁଯାୟୀ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଚାଲିଥିବା ବେଳେ ଗ୍ୟାସ ଲିକ୍ ହୋଇ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା।

Continue Readingବିଦ୍ୟାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିିଲେ ଛାତ୍ରଛାତ୍ରୀ 

ଆଇଆଇସିଙ୍କ ନାଁରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରାପଡା : ଆଇଆଇସିଙ୍କ ନାଁରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଆଇଆଇସି ଜ୍ୟୋତିର୍ମୟୀ ସେଠୀ ସାମ୍ବାଦିକ ସର୍ବେଶ୍ୱର ମଲ୍ଲିକଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ସୂଚନାଅନୁସାରେ ସାମ୍ବାଦିକ ସର୍ବେଶ୍ଵର ମଲ୍ଲିକ ଥାନା ପାଖରେ…

Continue Readingଆଇଆଇସିଙ୍କ ନାଁରେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଜଳିଗଲା ବର୍ଷକର ଫସଲ

  • Post category:ଓଡିଶା
  • Reading time:1 mins read

ଆଳି(୧୬.୧୨.୨୨) : ଅମଳ ପୂର୍ବରୁ ପାଚିଲା ଧାନରେ ନିଆଁ ଲାଗି ଜଳି ଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହୁ ଚତରରେ ଏହି ଅଘଟଣ ଘଟିଛି। ପ୍ରାୟ ୫ଏକର ଜମିରେ ଚାଷ କରାଯାଇଥିବା ଧାନ ଜଳି ପାଉଁଶ ହୋଇଯାଇଛି।…

Continue Readingଜଳିଗଲା ବର୍ଷକର ଫସଲ

ଦୋକାନୀକୁ ବ୍ଲେଡରେ ଆଟାକ

  • Post category:ଓଡିଶା
  • Reading time:1 mins read

କେନ୍ଦ୍ରପଡା (୧୮.୧୦.୨୨) : ଖାଇବା ପରଷିବା ବିଳମ୍ବ କରିଦେଲେ ଦୋକାନୀ । ଏଥିରେ ଗ୍ରାହକ ରାଗିଯାଇ ସିଧା ଆକ୍ରମଣ କରିଥିଲେ । ଫଷ୍ଟଫୁଡ ଦୋକାନୀ ବେକକୁ ବ୍ଲେଡରେ ଆକ୍ରମଣ କଲେ ଗ୍ରାହକ ।   ଏଥିରେ ଦୋକାନୀଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ…

Continue Readingଦୋକାନୀକୁ ବ୍ଲେଡରେ ଆଟାକ