ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ ପରେ ମୋଦୀ ନିଜେ ଏହି ମେଟ୍ରୋରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଛନ୍ତି।

Continue Readingଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଇସିସି ବିଶ୍ବକପ୍‌: ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ବାଂଲାଦେଶ 

  • Post category:କ୍ରୀଡା
  • Reading time:1 mins read

କୋଲ୍‌କାତା: ଚଳିତ ବିଶ୍ବକପ୍‌ରେ ସେମିଫାଇନାଲ୍‌ ଖେଳିବା ଆଶା ରଖିଥିବା ଦୁଇ ଏସୀୟ ଦଳ ପାକିସ୍ତାନ ଓ ବାଂଲାଦେଶ ଆଜି କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସରେ ମୁହାଁମୁହିଁ ହେବେ। ଅପରାହ୍ନ ୨ଟାରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ପାକିସ୍ତାନ ଲଗାତାର ୪ ଓ ବାଂଲାଦେଶ…

Continue Readingଆଇସିସି ବିଶ୍ବକପ୍‌: ଆଜି ମୁହାଁମୁହିଁ ହେବେ ପାକିସ୍ତାନ-ବାଂଲାଦେଶ 

ଗଙ୍ଗାରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ

କୋଲକାତା(୧୪.୦୧.୨୩) : ଗଙ୍ଗାସାଗରରେ ବୁଡ ପକାଇଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଚଳିତ ବର୍ଷ ୩୧ ଲକ୍ଷ ଲୋକଙ୍କ ସମାଗମ ହୋଇଛି । କିମ୍ବଦନ୍ତୀ ଅନୁସାରେ କପିଳ ମୁନିଙ୍କ ଅଭିଶାପ ଯୋଗୁଁ ସାଗର ରାଜାଙ୍‌କ ୬୦ ହଜାର ପୁତ୍ର ମୃତ୍ୟୁ ବରଣ…

Continue Readingଗଙ୍ଗାରେ ବୁଡ ପକାଇଲେ ୩୧ ଲକ୍ଷ ଶ୍ରଦ୍ଧାଳୁ

ପ୍ଲାଷ୍ଟିକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

କୋଲକାତା (୨୬.୧୦.୨୨) : ପ୍ଲାଷ୍ଟିକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁରେ ପୋଡି ପାଉଁଶ ହୋଇଯାଇଛି ପ୍ଲାଷ୍ଟିକ ଗୋଦାମ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ସମ୍ପତ୍ତି…

Continue Readingପ୍ଲାଷ୍ଟିକ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ନଦୀରେ ଭାସିଯାଇ ୮ ମୃତ

କୋଲକାତା (୬.୧୦.୨୨) : ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ଭାସିଯାଇ ୮ ଜଣଙ୍କ ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗ ଜଲପାଇଗୁଡି ମାଲ ନଦୀରେ ଏହି ଅଘଟଣ ଘଟିଛି । ବିଜୟା ଦଶମୀ ଅବସରରେ ମା ଦୁର୍ଗାଙ୍କ ମୃର୍ତ୍ତି ବିସର୍ଜନ ବେଳେ ହଠାତ…

Continue Readingନଦୀରେ ଭାସିଯାଇ ୮ ମୃତ

ପୋଷ୍ୟ ସନ୍ତାନ ଚାହୁଥିଲେ ଅର୍ପିତା

କୋଲକାତା (୨୧.୯.୨୨) : ମନିଲଣ୍ଡରିଂ ମାମଲାରରେ ଗିରଫ ହୋଇଥିବା ବେଙ୍ଗଲ ଅଭିନେତ୍ରୀ ଅପିତା ଏକ ପୋଷ୍ୟ ସନ୍ତାନ ଚାହୁଥିଲେ । ଏଥି ପାଇଁ ପାର୍ଥ ଚାଟାର୍ଜି ତାଙ୍କୁ ନୋ ଅବଜେକ୍ସନ ସର୍ଟିଫିକେଟ ଦେଇଥିଲେ । ତେବେ ଗିରଫ ହୋଇଥିବା ପାର୍ଥଙ୍କ ସହିତ…

Continue Readingପୋଷ୍ୟ ସନ୍ତାନ ଚାହୁଥିଲେ ଅର୍ପିତା

ଚଳନ୍ତା କାରରେ ତଣ୍ଟିଚିପି ହତ୍ୟା

  • Post category:ଅପରାଧ
  • Reading time:1 mins read

କୋଲକାତା(୭.୯.୨୨) : ନାଳରୁ ମିଳିଲା ସ୍କୁଲ ପିଲାଙ୍କ ମୃତ ଦେହ । ଦୁଇ ସପ୍ତାହ ନିଖୋଜ ରହିବା ପରେ ନାଳରୁ ଦୁଇ ସ୍କୁଲ ପିଲାଙ୍କ ମୃତ ଦେହ ମିଳିଛି । ସେମାନଙ୍କୁ ଅପହରଣ କରିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା ।…

Continue Readingଚଳନ୍ତା କାରରେ ତଣ୍ଟିଚିପି ହତ୍ୟା