କୂଅରେ ପଡିଲେ ୨୫ରୁ ଅଧିକ ଭକ୍ତ

ମଧ୍ୟପ୍ରଦେଶ (୩୦.୩.୨୩) :  ମଧ୍ୟପ୍ରଦେଶ ଇନ୍ଦୋର ଠାରେ ରାମନବମୀ ପାଳନ ଅବସରରେ ବଡ ଦୁର୍ଘଟଣା ଘଟିଛି । ପଟେଲ ନଗର ନିକଟରେ ଥିବା ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଛି । ଏଠାରେ ଥିବା ଏକ ବଡ…

Continue Readingକୂଅରେ ପଡିଲେ ୨୫ରୁ ଅଧିକ ଭକ୍ତ