୮ ବର୍ଷ ପରେ ମଙ୍ଗଳଯାନ -୧ ମିଶନ ଅନ୍ତ

ନୂଆଦିଲ୍ଲୀ(୩.୧୦.୨୨) : ଦୀର୍ଘ ୮ ବର୍ଷ ପରେ ଭାରତର ପ୍ରଥମ ମଙ୍ଗଳଯାନ ଅଭିଯାନର ଅନ୍ତ ଘଟିଛି । ଅର୍ବିଟର ମହାକାଶଯାନରୁ ଇନ୍ଧନ ଓ ବ୍ୟାଟେରୀ ଶେଷ ହେବା ପରେ ଭୂ-ପୃଷ୍ଠରେ ଥିବା ଷ୍ଟେସନ ସହିତ ତାହାର ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି…

Continue Reading୮ ବର୍ଷ ପରେ ମଙ୍ଗଳଯାନ -୧ ମିଶନ ଅନ୍ତ