ଆଜିଠୁ ୨ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

  • Post category:ଓଡିଶା
  • Reading time:1 mins read

ଆଜିଠୁ ୨ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସକାଳ ୧୧ଟା ୩୦ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ।

Continue Readingଆଜିଠୁ ୨ ଦିନିଆ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

ଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ; ଟକ୍କର ଦେବେ ଭାରତ- ନ୍ୟୁଜିଲାଣ୍ଡ 

  • Post category:କ୍ରୀଡା
  • Reading time:1 mins read

୧୩ତମ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ। ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନ ଥିବା ଚର୍ଚ୍ଚା ହେଉଛି। ତେବେ ଭାରତ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ୍‌ର ଚଳିତ ସଂସ୍କରଣରେ ଅପରାଜେୟ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ବେଳେ ୫ଟି ଜିତିଛି।

Continue Readingଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ; ଟକ୍କର ଦେବେ ଭାରତ- ନ୍ୟୁଜିଲାଣ୍ଡ 

ଆଇସିସି ଦିନିକିଆ ବିଶ୍ୱକପ: ଟକ୍କର ଦେବେ ଭାରତ-ଶ୍ରୀଲଙ୍କା 

  • Post category:କ୍ରୀଡା
  • Reading time:1 mins read

ଚଳିତ ଆଇସିସି ଦିନିକିଆ ବିଶ୍ୱକପ୍‌ରେ ଭାରତ ଆଜି ତାର ୭ମ ମ୍ୟାଚ ଶ୍ରୀଲଙ୍କା ସହ ଖେଳିବ। ମୁମ୍ବାଇର  ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ପରସ୍ପରକୁ ସାମ୍ନା କରିବେ ଦୁଇ ଦଳ। ପୂର୍ବ ମ୍ୟାଚଗୁଡ଼ିକରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ପାକିସ୍ତାନ, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ହରାଇ ଟୁର୍ନାମେଣ୍ଟରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଛି ଟିମ୍‌ ଭାରତ।ଯଦି ଆଜିର ଏହି ମ୍ୟାଚ ଭାରତ ଜିତିବ ତେବେ ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇଯିବ। ସେହିପରି  ଅନ୍ୟପକ୍ଷରେ ଯଦି ଶ୍ରୀଲଙ୍କା ପରାଜିତ ହେଉଛି ତେବେ ଚଳିତ ବର୍ଷ ଶ୍ରୀଲଙ୍କାର ବିଶ୍ୱକପ୍‌ ଅଭିଯାନ ଏକପ୍ରକାର ଶେଷ ହେବ।

Continue Readingଆଇସିସି ଦିନିକିଆ ବିଶ୍ୱକପ: ଟକ୍କର ଦେବେ ଭାରତ-ଶ୍ରୀଲଙ୍କା 

ପ୍ରେମରେ ପଡିଛନ୍ତି ଆଦିତ୍ୟ-ଅନନ୍ୟା

ମୁମ୍ବାଇ: ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ କେବେବି ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ସ୍ଵୀକାର କରିନାହାଁନ୍ତି। କିନ୍ତୁ ସେମାନଙ୍କ ଭିଡିଓ ପ୍ରାୟତଃ ସୋସାଲ ମିଡିଆରେ ଭାଇରାଲ ହୁଏ, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଏଥୁରୁ ଅନେକ ଲୋକ ଅନୁମାନ…

Continue Readingପ୍ରେମରେ ପଡିଛନ୍ତି ଆଦିତ୍ୟ-ଅନନ୍ୟା

ମୋ ଘର ଯୋଜନାରେ ଆପଣଙ୍କୁ ମିଳିବ ୩ ଲକ୍ଷର ସାହାଯ୍ୟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ବର : ଆଜିଠାରୁ ଆରମ୍ଭ ହେଉଛି ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ‘ମୋ-ଘର’ ଯୋଜନାରେ ଆବେଦନ ପ୍ରକ୍ରିୟା । ପଞ୍ଚାୟତ ବ୍ଲକ ଓ ମୋ- ସେବା କେନ୍ଦ୍ରରେ ହିତାଧିକାରୀ ଏ ନେଇ ଆବେଦନ କରିପାରିବେ । ଯେଉଁମାନେ ଆବେଦନ କରିବେ ସେମାନଙ୍କ ମଧ୍ୟରୁ…

Continue Readingମୋ ଘର ଯୋଜନାରେ ଆପଣଙ୍କୁ ମିଳିବ ୩ ଲକ୍ଷର ସାହାଯ୍ୟ

ମୁମ୍ବାଇ ୱାଙ୍ଖଡେରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟ

ମୁମ୍ବାଇ (୧୮.୩.୨୩) :   କେଏଲ୍ ରାହୁଲ ଓ ରବୀନ୍ଦ୍ର ଜାଡେଜାଙ୍କ ଦମଦାର ପ୍ରଦର୍ଶନ ଫଳରେ ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ ଦେଇଛି ଟିମ୍ ଇଣ୍ଡିଆ । ୫ ୱିକେଟ୍ରେ ବିଜୟୀ ହୋଇଛି ଭାରତ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅଧିନାୟକ ହାର୍ଦ୍ଦିକ…

Continue Readingମୁମ୍ବାଇ ୱାଙ୍ଖଡେରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବିଜୟ

ଶାହାରୁଖ ଖାନଙ୍କ ସୁରକ୍ଷାରେ ତ୍ରୃଟି

ମୁମ୍ବାଇ (୩.୩.୨୩) : ଶାହାରୁଖ ଖାନଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ବଙ୍ଗଳା ‘ମନ୍ନତ’ରେ ଲୁଚି ପ୍ରବେଶ କରିଥିବା ୨ ଜଣ ଅଜଣା ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ଏହି ୨ ଜଣ ଯୁବକ ମନ୍ନତର ତୃତୀୟ ମହଲାର ପହଞ୍ଚିଯାଇଥିଲେ…

Continue Readingଶାହାରୁଖ ଖାନଙ୍କ ସୁରକ୍ଷାରେ ତ୍ରୃଟି

ନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ

ମୁମ୍ବାଇ(୨୫.୨.୨୩) :  ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପୂର୍ବ ପତ୍ନୀ ଆଲିଆ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ମାମଲା ଦାଏର କରିଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟରେ ଆଲିଆ କାନ୍ଦି କାନ୍ଦି ନୱାଜୁଦ୍ଦିନ ତାଙ୍କ ପିଲାଙ୍କୁ ଛଡାଇ ନେବାକୁ ଚାହୁଁଛନ୍ତି ବୋଲି…

Continue Readingନୱାଜୁଦ୍ଦିନ ସିଦ୍ଦିକିଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ

କାରକୁ ପିଟିଲା ଟ୍ରକ ୯ ମୃତ

ମୁମ୍ବାଇ(୧୯.୦୧.୨୩) : ଭୟଙ୍କର ଦୁର୍ଘଟଣା। ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବା ବେଳେ କାର୍‌କୁ  ପିଟିଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ୯ ଜଣଙ୍କ ପ୍ରାଣ। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଜଣେ ୪ ବର୍ଷର ଝିଅ। ଏଭଳି ଏକ ଭୟଙ୍କର…

Continue Readingକାରକୁ ପିଟିଲା ଟ୍ରକ ୯ ମୃତ

ଦୁର୍ଘଟଣାରେ ଚାଲିଗଲା ୧୦ ଭକ୍ତଙ୍କ ଜୀବନ

ମୁମ୍ବାଇ(୧୩.୦୧.୨୩) : ମହାରାଷ୍ଟ୍ରର ନାଶିକ –ଶିରିଡି ଜାତୀୟ ରାଜ ପଥରେ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ବସ ଓ ଟ୍ରକ ମଧ୍ୟରେ ଧକ୍କା ହେବରୁ ଘଟଣା ସ୍ଥଳରେ ୧୦ ଜଣଙ୍କ ଜୀବନ ଯାଇଛି । ତେବେ ଅନ୍ୟ ୩୪ ଜଣ…

Continue Readingଦୁର୍ଘଟଣାରେ ଚାଲିଗଲା ୧୦ ଭକ୍ତଙ୍କ ଜୀବନ