ଆଗକୁ ଆସିବ ନୂଆ ସିନେମା ‘ମାୟାବିନୀ’

ଭୁବନେଶ୍ୱର (୧୩.୧୦.୨୨) : ଆଗକୁ ଆସୁଛି ନୁଆ ଫିଲ୍ମ ମାୟାବିନୀ । ସାଂପ୍ରତିକ ଏକ ଘଟଣା ଉପରେ ଫିଲ୍ମଟିର କଥା ବସ୍ତୁ ଆଧାରିତ । କେମିତି ମଫସଲରୁ ଏକ ଝିଅ ଆସି ରାଜଧାନୀରେ ରହି ହନିଟ୍ରାପରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଫସାଉଛି ।…

Continue Readingଆଗକୁ ଆସିବ ନୂଆ ସିନେମା ‘ମାୟାବିନୀ’