ମୋଦିଙ୍କ ବଡ ଘୋଷଣା: ଜମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା

ଜମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା । ଉଧମପୁର ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରକୁ ପୁଣି ଥରେ ପୂର୍ଣ୍ଣ ରାଜ୍ୟ ମାନ୍ୟତା ମିଳିବା ସହ ଖୁବଶୀଘ୍ର ଏଠାରେ ନିର୍ବାଚନ ହେବ ।

Continue Readingମୋଦିଙ୍କ ବଡ ଘୋଷଣା: ଜମ୍ମୁ କାଶ୍ମୀରକୁ ମିଳିବ ରାଜ୍ୟ ମାନ୍ୟତା

ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ଭୁଟାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି। ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଥିବା ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ବିଦେଶୀ ସରକାରଙ୍କ ମୁଖ୍ୟ ହୋଇ ପାରିଛନ୍ତି।

Continue Readingଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମିଳିଲା ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ

ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କୋଲକାତାରେ ଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ ପରେ ମୋଦୀ ନିଜେ ଏହି ମେଟ୍ରୋରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଯାତ୍ରା କରିଛନ୍ତି।

Continue Readingଦେଶର ପ୍ରଥମ ଅଣ୍ଡରୱାଟର ଟନେଲ ମେଟ୍ରୋ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଉତ୍ତରପ୍ରଦେଶରେ ନିର୍ମାଣ ହେବ କଳକୀ ଧାମ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଉତ୍ତରପ୍ରଦେଶରେ କଳକୀ ଧାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ କଳକୀ ଧାମ ମନ୍ଦିରର ଭୂମିପୂଜନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଉପସ୍ଥିତ ଥିଲେ ।

Continue Readingଉତ୍ତରପ୍ରଦେଶରେ ନିର୍ମାଣ ହେବ କଳକୀ ଧାମ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦୀ

ବିଦାୟୀ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କଲେ ପ୍ରଶଂସା

ରାଜ୍ୟସଭାର ବିଦାୟୀ ସାଂସଦଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟସଭାରେ କାର୍ଯ୍ୟକାଳ ସରୁଥିବା ୫୬ ଜଣ ସାଂସଦଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପ୍ରଶଂସା କରିଛନ୍ତି।

Continue Readingବିଦାୟୀ ସାଂସଦଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ କଲେ ପ୍ରଶଂସା

ରାମ ମନ୍ଦିରକୁ ନେଇ ସ୍ମାରକୀ ଡାକ ଟିକେଟ୍‌ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦୀ

ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମକୁ ନେଇ ସମଗ୍ର ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର କରିବା ପାଇଁ ମଧ୍ୟ ବିଭିନ୍ନ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକୀ ଡାକଟିକଟ ଏବଂ ଭଗବାନ ରାମଙ୍କ ଉପରେ ଏକ ଡାକଟିକଟ ପୁସ୍ତକ ଉନ୍ମୋଚନ କରିଛନ୍ତି।

Continue Readingରାମ ମନ୍ଦିରକୁ ନେଇ ସ୍ମାରକୀ ଡାକ ଟିକେଟ୍‌ ଜାରି କଲେ ପ୍ରଧାନମନ୍ତ୍ରୀ ମୋଦୀ

ରୋଜଗାର ମେଳାର ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ (୨୨.୧୦.୨୨) : ଦୀପାବଳି ଅବସରରେ ଯୁବବର୍ଗଙ୍କୁ ଦେବେ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ । ଦେଶରେ ୧୦ ଲକ୍ଷ ନିଯୁକ୍ତି ଦିଆଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ଦିଆଯିବ । ତେବେ ପ୍ରଥମ ପର୍ଯର୍୍ୟାୟରେ ଆଜି…

Continue Readingରୋଜଗାର ମେଳାର ଶୁଭାରମ୍ଭ କରିବେ ମୋଦି

ନୂଆ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ (୧୭.୧୦.୨୨) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାଁ ରହିଛି ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଉର୍ବରକ ପରିୟୋଜନ’।  ଗୋଟିଏ ରାଷ୍ଟ୍ର, ଗୋଟିଏ ସାର ନୀତିରେ ବଜାରରେ ଉପଲବ୍ଧ କରିବାକୁ ସବୁ…

Continue Readingନୂଆ ଯୋଜନାର ଶୁଭାରମ୍ଭ କଲେ ମୋଦି

ପ୍ରଧାନମନ୍ତ୍ରୀ ୭୫ ଜିଲ୍ଲାକୁ ଦେବେ ଉପହାର

ନୂଆଦିଲ୍ଲୀ(୧୫.୧୦.୨୨) : ଆର୍ଥିକ ଅନ୍ତର୍ଭୁକ୍ତିକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ଟି ଜିଲ୍ଲାକୁ ୭୫ ଟି ଡିଜିଟାଲ ବ୍ୟାଙ୍କ ୟୁନିଟ ଉତ୍ସର୍ଗ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୁକ୍ରବାର ଏକ ବୟାନରେ ଏହି ସୂଚନା…

Continue Readingପ୍ରଧାନମନ୍ତ୍ରୀ ୭୫ ଜିଲ୍ଲାକୁ ଦେବେ ଉପହାର

ଭାରତର ସ୍ଥିତି ବେହାଲ

ନୂଆଦିଲ୍ଲୀ (୧୫.୧୦.୨୨) : ଦିନକୁ ଦିନ ଭାରତର ସ୍ଥିତି ବିଶ୍ୱସ୍ତରୀୟ ସର୍ଭେରେ ବେହାଲ ହେବାରେ ଲାଗିଛି । ସ୍ଥିତି ଏପରି ହୋଇଛି ବିଶ୍ୱ ଯୁଧା ସୂଚକାଙ୍କ ତାଲିକାରେ ଭାରତ ତଳକୁ ଖସି ଆସିଛି । ଏହାର ଅର୍ଥ ଭାରତର ଲୋକ ଠୀକ…

Continue Readingଭାରତର ସ୍ଥିତି ବେହାଲ