ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ବେଶ, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

  • Post category:ଓଡିଶା
  • Reading time:1 mins read

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ନୀତି ପାଇଁ ୩ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ।

Continue Readingଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ବେଶ, ୩ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବିଦ୍ୟୁତ ସେବା ଠପ୍‌

  • Post category:ଓଡିଶା
  • Reading time:1 mins read

ପୁରୀ : ଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବୁଦ୍ୟୁତ ସେବା ଠପ୍‌ । ପୁରୀ ଜିଲ୍ଲା କଣାସ ଓ ଡେଲାଙ୍ଗରେ ବନ୍ୟା ବିପନ୍ନଙ୍କୁ ଅଧିକ କଲବଲ କରୁଛି ବିଦ୍ୟୁତ ସମସ୍ୟା । ଗତ ଶନିବାର ବିଳମ୍ବିତ ରାତିରେ ଖୋର୍ଦ୍ଧା…

Continue Readingଡେଲାଙ୍ଗ ଓ କଣାସରେ ୩୬ ଘଣ୍ଟା ଧରି ବିଦ୍ୟୁତ ସେବା ଠପ୍‌

ଆଜି ମହାପ୍ରଭୁଙ୍କ ବନଭୋଜି ବେଶ

  • Post category:ଓଡିଶା
  • Reading time:1 mins read

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ | ବୁଧବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି | ବୁଧବାର ଭୋଗ ପରେ ଗୁରୁବାର ଶ୍ରୀକୃଷ୍ଣ ଜନ୍ମନୀତି ଓ ଶୁକ୍ରବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାପରେ…

Continue Readingଆଜି ମହାପ୍ରଭୁଙ୍କ ବନଭୋଜି ବେଶ