ଭାରତରୁ ପୁଣିଥରେ ରପ୍ତାନୀ ହେବ ଖୁଦ

ନୂଆଦିଲ୍ଲୀ (୧୪.୧୦.୨୨) : ଖୁଦ ରପ୍ତାନୀକୁ ନେଇ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ୮ ସେପ୍ଟେମ୍ବର ପୂର୍ବରୁ ଜାରି କରାଯାଇଥିବା ଲେଟର ଅଫ କ୍ରେଡିଟ ବା ଋଣପତ୍ର ଦ୍ୱାରା ୩,୯୭,୨୬୭ ଟନ ଖୁଦ ରପ୍ତାନୀ ପାଇଁ ଅନୁମତି ମିଳିଛି…

Continue Readingଭାରତରୁ ପୁଣିଥରେ ରପ୍ତାନୀ ହେବ ଖୁଦ