ANS NEWS SUPERFAST [email protected]
୧. ଆମେରିକାର ଦୁଇଟି ଅତ୍ୟଧୁନିକ ଲଢୁଆ ହେଲିକପ୍ଟର ବ୍ଲାକ ହକ ଦୁର୍ଘଯଣାଗ୍ରସ୍ତ । ଆମେରିକାରେ କେଣ୍ଟକିରେ ଏହି ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି ।୨. ଦେଶରେ କାୟା ମେଲାଉଛି କରୋନା । ୩ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା…